ୟୁଏଇ ଆତଙ୍କବାଦ ବିରୁଦ୍ଧରେ ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଭାରତ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛି 

ୟୁଏଇ ଆତଙ୍କବାଦ ବିରୁଦ୍ଧରେ ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଭାରତ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛି 
ନୂଆଦିଲ୍ଲୀ :   ମୁଁ ଭାବୁଛି ୟୁଏଇ ଆତଙ୍କବାଦ ବିରୁଦ୍ଧରେ ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଭାରତ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛି। ଆମେ ଆତଙ୍କବାଦ ବିରୁଦ୍ଧରେ  ଭାରତ ସହିତ ଠିଆ ହୋଇଛୁ। – ଏ ମନ୍ତବ୍ଯ ଦେଇଛନ୍ତି  ୟୁଏଇର ସହିଷ୍ଣୁତା ମନ୍ତ୍ରୀ ଶେଖ ନାହ୍ୟାନ  । ଆତଙ୍କବାଦ ବିରୋଧରେ ଭାରତର ନୀତି ଏବଂ ଅପରେସନ ସିନ୍ଦୁର ଉପରେ ଭାରତର ନୀତି ସଂପର୍କରେ ଅବଗତ କରିବା ପାଇଁ ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ୟୁଏଇର ଆବୁଧାବିରେ ପହଞ୍ଚିଛି।  ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି, “ଆମର ୟୁଏଇ ପ୍ରତିପକ୍ଷଙ୍କ ସହ ଏକ ବହୁତ ଫଳପ୍ରଦ ବୈଠକ ହୋଇଥିଲା। ଆମେ ୟୁଏଇ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଅଲି ରସିଦ ଅଲ ନୁଆଇମି ଓ ୟୁଏଇର ସହିଷ୍ଣୁତା ମନ୍ତ୍ରୀ ଶେଖ ନାହ୍ୟାନଙ୍କୁ ମଧ୍ୟ ଭେଟିଛୁ ।

Leave a Reply

Your email address will not be published. Required fields are marked *