ବିଶ୍ୱହିନ୍ଦୁ ପରିଷଦର ଧର୍ମରକ୍ଷା ଉତ୍ସବ
ଫୁଲନଖରା: ବିଶ୍ୱହିନ୍ଦୁ ପରିଷଦ ମା’ଧାକୁଲେଈ ପ୍ରଖଣ୍ଡ ପକ୍ଷରୁ ଧର୍ମରକ୍ଷା ନିଧୂ କାର୍ଯ୍ୟକ୍ରମ ସଦର ଥାନା ନିକଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭାଗବତ ସାହୁ, ବିଶ୍ବରଞ୍ଜନ ଦେବତା, ସଞ୍ଜୟ ସିଂ, ନୃସିଂହ ପଣ୍ଡା, ମନୋଜ ସେଠ ଓ ଦେବୀପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଧର୍ମରକ୍ଷା ନିଧୂ ଅର୍ପଣ କରିଥିଲେ।