ବିଶ୍ୱହିନ୍ଦୁ ପରିଷଦର ଧର୍ମରକ୍ଷା ନିଧି ସମର୍ପଣ ଅଭିଯାନ

କେଶଦୁରାପାଳ: ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆନନ୍ଦପୁରରେ ଧର୍ମରକ୍ଷା ନିଧୁ ସମର୍ପଣ ଅଭିଯାନ ଆରମ୍ଭ ହୋଇଛି। ଆନନ୍ଦପୁର ଜିଲା ସଭାପତି ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ କ୍ଷେତ୍ରୀୟ ସଂଗଠନ ସଂଯୋଜିକା ଝରଣା ଜେନା, ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ବର ସାହୁ ଯୋଗଦେଇ ଧର୍ମରକ୍ଷା ନିଧ୍ ସଂଗ୍ରହର ଆରମ୍ଭ କରିଥିଲେ। ଆସନ୍ତା ଏକ ମାସ ଯାଏ ଏହି ଧର୍ମରକ୍ଷା ନିଧୂ ସଂଗ୍ରହ କାର୍ଯ୍ୟକ୍ରମ ହେବ । ଉତ୍ସବରେ ଅର୍ଜୁନ ଚରଣ ବେହେରା, ହଳଧର ସାହୁ, ରବିନ୍ଦ୍ର ପ୍ରସାଦ ଚାନ୍ଦ, କାର୍ତ୍ତିକେଶ୍ୱର ଚକ୍ର, ସଞ୍ଜୟ କୁମାର ବେହେରା, ଭିମସେନ ବେହେରା, ଦଶରଥ ସାହୁ, ନିରଞ୍ଜନ ସାହୁ, ଦୁର୍ଯ୍ୟୋଧନ ମହାନ୍ତ, ସଂନ୍ଧ୍ୟାରାଣୀ ସ, ମୋନାଲିସା ଦାସ, ଦିବ୍ୟଦର୍ଶନୀ ଦାଶ, ଅନନ୍ତ କୁମାର ବାରିକ, ସୁରେନ୍ଦ୍ର କୁମାର ବେହେରା, ପ୍ରଶାନ୍ତ କୁମାର ସେନାପତି, ଉମେଶ କୁମାର ଘଡ଼େଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *