Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଜରଙ୍ଗ ଦଳ ତରଫରୁ ଅସ୍ତ୍ରଶସ୍ତ୍ର ପୂଜନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଜରଙ୍ଗ ଦଳ ତରଫରୁ ଅସ୍ତ୍ରଶସ୍ତ୍ର ପୂଜନ

ବଜରଙ୍ଗ ଦଳ ତରଫରୁ ଅସ୍ତ୍ରଶସ୍ତ୍ର ପୂଜନ
କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ମା’ ତାରିଣୀ ଶୈବଶକ୍ତି ପୀଠରେ ବଜରଙ୍ଗ ଦଳ କର୍ଲାମୁଣ୍ଡା ପ୍ରଖଣ୍ଡ ପକ୍ଷରୁ ଅଶ୍ବିନୀ ପଞ୍ଚମୀ ତିଥିରେ
ଅସ୍ତ୍ରଶସ୍ତ୍ର ପୂଜା ଅନୁଷ୍ଠିତ ହୋଇଛି । ବଜରଙ୍ଗ ଦଳ କର୍ଲାମୁଣ୍ଡା ପ୍ରଖଣ୍ଡ ସଭାପତି ସୁଶାନ୍ତ ମଲିକଙ୍କ ତତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ଵହିନ୍ଦୁ
ପରିଷଦ କର୍ଲାମୁଣ୍ଡା ବ୍ଲକ ସଂଯୋଜକ ମୁରଲୀଧର ରଣା, ରିଷିଡା ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ପ୍ରଧାନଚାର୍ଯ୍ୟ ମହେନ୍ଦ୍ର ବାରିକ, ଆଚାର୍ଯ୍ୟ ବାସୁଦେବ ସେଲମା, ରିଷିଡ଼ା ଗ୍ରାମ ଉନ୍ନୟନ କମିଟି ସଭାପତି ନନ୍ଦକିଶୋର ରଣା, କନ୍ଦର୍ପ ରଣା, ମହେନ୍ଦ୍ର ପ୍ରଧାନୀ, ହିମାଂଶୁ ରଣା, ଭାଜପା ମଣ୍ଡଳ ସଭାପତି ସଞ୍ଜୟ ଜୈନ ପ୍ରମୁଖ ଯୋଗ ଦେଇଥିଲେ । ଏଥ‌ିରେ ବିଭିନ୍ନ ପଞ୍ଚାୟତର ବଜରଙ୍ଗ ଦଳ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply