Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୁହାଳରୁ ଗାଈ ଚୋରି ଅଭିଯୋଗ-ମହମ୍ମଦ ମିରାଜ ଖାନ ସମେତ ୩ଜଣ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୁହାଳରୁ ଗାଈ ଚୋରି ଅଭିଯୋଗ-ମହମ୍ମଦ ମିରାଜ ଖାନ ସମେତ ୩ଜଣ ଗିରଫ

ରାଉରକେଲା : ରଘୁନାଥପଲ୍ଲୀ ଥାନା ଅଞ୍ଚଳରେ ଥିବା ଜଲଦା ଫାଣ୍ଡି ଅଞ୍ଚଳରେ ରହୁଥିବା ଅଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରୁ ତିନୋଟି ଗାଈକୁ କେହି ଚୋରି କରି ନେଇଥିଲା । ଏହାକୁ ନେଇ ଶ୍ରୀ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ଜେସ ରୁଜ୍ଜୁ କରି ତଦନ୍ତ କରିବା ପରେ ବିଭିତ୍ତ ସ୍ଥାନରେ ଚଢ଼ାଉ କରି ମହମ୍ମଦ ମିରାଜ ଖାନ ସମେତ ୩ଜଣଙ୍କୁ ଗିରଫ କରିବା ସହ ଗାଇ ଚୋରିରେ ବ୍ୟବହୃତ ଟାଟା ଏସି ଗାଡି ନମ୍ବର-ଓଡ଼ି୧୪ଏଡି ୬୨୩୨ କୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି ।

Leave a Reply