Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ଆସିଛନ୍ତି, କୃଷ୍ଣ ମଧ୍ୟ ଆସିବେ : ଯୋଗୀ ଆଦିତ୍ୟନାଥ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ଆସିଛନ୍ତି, କୃଷ୍ଣ ମଧ୍ୟ ଆସିବେ : ଯୋଗୀ ଆଦିତ୍ୟନାଥ

ରାମ ଆସିଛନ୍ତି, କୃଷ୍ଣ ମଧ୍ୟ ଆସିବେ : ଯୋଗୀ ଆଦିତ୍ୟନାଥ

ମଥୁରା, : ଲୋକସଭା ଆଶାୟୀ ଏବଂ ଆକ୍ଟେସ୍ ହେମାମାଳିନୀ ଗୁରୁବାର ଦିନ ନାମାଙ୍କନ କରିଛନ୍ତି । ନାମାଙ୍କନ ପରେ ହେମାମାଳିନୀଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟ ସଂକଳ୍ପ ନାମାଙ୍କନ ଜନସଭା କରିଛନ୍ତି । ଯୋଗୀ କହିଛନ୍ତି ଯେ ଅଯୋଧ୍ୟା, ମଥୁରା ଏବଂ କାଶୀରେ ସର୍ବପ୍ରଥମେ ନିର୍ବାଚନ ମଥୁରାରେ ହେଉଛି, ତେବେ ସୂଚନା ଏହିଠାରୁ ଜଣାଯିବା ଦରକାର । ଅଯୋଧ୍ୟାରେ ରାମଲାଲା ବିରାଜମାନ ହୋଇଛନ୍ତି । କାଶୀର ମଧ୍ୟ କାମ ହୋଇଛି । ଏବେ ମଥୁରା ଅପେକ୍ଷା କରିଛି ଯେ ରାମ ଆସିଛନ୍ତି, କୃଷ୍ଣ ମଧ୍ୟ ଆସିବେ ।

Leave a Reply