Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କୀଙ୍କ ପାଇଁ ଅମରାବତୀ ମାଳଦ୍ୱୀପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କୀଙ୍କ ପାଇଁ ଅମରାବତୀ ମାଳଦ୍ୱୀପ

ମାଳଦ୍ୱୀପ : ଆତଙ୍କୀଙ୍କ ପାଇଁ ଅମରାବତୀ ମାଳଦ୍ୱୀପ । ସମୁଦ୍ରିକ ଦେଶପାଲଟିଛି ଓଝଓଝ ରିକ୍ର‌୍ୟୁଟମେଣ୍ଟ ସେଣ୍ଟର । ୪ବର୍ଷରେ ସର୍ବାଧିକ ଆତଙ୍କବାଦୀ ଭର୍ତ୍ତି । ସିରିଆ ଗଲେଣି ଅଢେ ଶହରୁ ଅଧିକ ।ଜନସଂଖ୍ୟା ଅଧାରରେ ସର୍ବଗ୍ରେ ମାଳଦ୍ୱୀପ । ନା ଏବେ ଅଛିକଳିଙ୍ଗରାଜ୍ ନା ୧୧ଶହ ଶତାବ୍ଦୀର ଚୋଳ ସାମ୍ରାଜ୍ୟ । ଶେଷ ବୌଦ୍ଧଶାସକ ଧୋବେମୀଙ୍କ ଧର୍ମ ପରିବର୍ତ୍ତନ ପରେ ମାଳଦ୍ୱୀପରେ ‘ବୁଦ୍ଧଂ ଶରଣାମ୍ ଗଚ୍ଛାମୀ’ ନୀରବି ଯାଇଛି । ଆଉ ମୁସଲିମ୍ ଶରଣାର୍ଥୀଙ୍କପାଦ୍ରୁଭାବ ଓ ଧର୍ମାନ୍ତିକରଣ ପରେ ଧୀରେଧୀରେ ଇସଲାମିକ୍ ଦେଶରେ ପରିଣତହୋଇଛି ଭାରତ ମହାସାଗରରେ ଥିବା ଏହିପଡ଼ୋଶୀ ଦେଶ । ୯୮ ପ୍ରତିଶତ ମୁସଲିମଙ୍କଦେଶ ମାଳଦ୍ୱୀପ । ଓଝଓଝର ପାଲଟିଛିମାନବ ଟ୍ରେଡିଂ ସେଣ୍ଟର । ଆତଙ୍କବାଦୀଙ୍କପାଇଁ ଦିନେ ଅମଡ଼ାବାଟ ଥିବା ଦ୍ୱୀପଦେଶ ଏବେ ଅମରାବତୀ ପଲାଟିଛି । ୨୦୧୪ରୁ ୨୦୧୮ ଆରମ୍ଭ ପର୍ଯ୍ୟନ୍ତ ଏଠାରୁ ସ୍ୱର୍ବାଧିକ ମୁସଲିମ୍ ଆତଙ୍କବାଦୀ ସଂଗଠନ ସାମିଲ ହୋଇଛନ୍ତି । ପ୍ରାୟ ୪ବର୍ଷରେ ଅଢ଼େଇ ଶହରୁ ଅଧକ ଯୁବକ-ଯୁବତୀ ଭର୍ତ୍ତି ହୋଇ ସିରିଆ ଯାଇଛନ୍ତି । ଯାହା ଜନସଂଖ୍ୟା ଆଧାରରେ ବିଶ୍ୱରେ ସର୍ବାଧିକ । ଏମାନଙ୍କ ମଧ୍ୟରେ ଅନେକ ଆତଙ୍କୀ କବର ତଳେ ସବୁଦିନ ପାଇଁ ଶୋଇପଡ଼ିଥିବା ବେଳେ କିଛି ସିରିଆର ନର୍ଥ ଇଷ୍ଟ କ୍ୟାମ୍ପରେ ଶୋଷଣ ଶିକାର ହେଉଛନ୍ତି । ମାଳଦ୍ୱୀପର ଅଡ୍ଡୁ ସହର ଏବେ ଚରମପନ୍ଥୀଙ୍କ ଗଡ଼ । ମାଳଦ୍ୱୀପରେ ଓଝଓଝର ବିଷ ଖେଳିଗଲାଣି । ୨ ପ୍ରତିଶତ ରହୁଥିବା ଅଣ ମୁସଲିମଙ୍କ ପାଇଁ ଚଳିବା ମୁସ୍କିଲ୍ ହେଲାଣି । ଲୋକଙ୍କୁ ସାର୍ବଜନିକ ପୂଜାପାଠ ଉପରେ ରୋକ୍ ଲାଗିଛି । ଫଳରେ ପର୍ଯ୍ୟଟନ ଶିଳ୍ପରୁ ଜିଡିପି ଭରୁଥିବା ସାମୁଦ୍ରିକ ଦେଶର ଅର୍ଥନୀତି ହ୍ରାସ ପାଇବାରେ ଲାଗିଛି । ଏପଟେ ମାଳଦ୍ୱୀପ ୩ ମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆପତ୍ତିଜନକ ଟିପ୍ପଣୀ ପରେ ସୋସିଆଲ ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ୍ ଜାରି

Leave a Reply