Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଲାଙ୍ଗିର ନଗର ସ୍ୱୟଂ ସେବକ ସଂଘର ନୂତନ କାର୍ଯ୍ୟକର୍ତ୍ତା ପରିଚୟ ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଲାଙ୍ଗିର ନଗର ସ୍ୱୟଂ ସେବକ ସଂଘର ନୂତନ କାର୍ଯ୍ୟକର୍ତ୍ତା ପରିଚୟ ବୈଠକ

 ବଲାଙ୍ଗିର, ୨୫/୧୨ : ଗତକାଲି ଶନିବାର ସନ୍ଧ୍ର‌୍ୟାରେ ବଲାଙ୍ଗିର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନୂତନ କାର୍ଯ୍ୟକର୍ତ୍ତା ଙ୍କ ଏକ ପରିଚୟ ବୈଠକ ଅନୁଷ୍ଠିତ ହୋଇଥିଲା । ନୂତନ ନଗର ସଂଘ ଚାଳକ ମନୋରଞ୍ଜନ ମିଶ୍ର ଓ ସହ ନଗର ସଂଘ ଚାଳକ ତରଣୀ ସେନ ପଟେଲଙ୍କୁ ସଂଘ ସ୍ୱୟଂ ସେବକ ମାନଙ୍କ ଏକ ବୈଠକରେ ପରିଚୟ ପ୍ରଦାନ ସହିତ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ସହର ମଧ୍ୟରେ ବିଭିନ୍ନ ଆଠଟି ସ୍ଥାନରେ ଚାଲିଥିବା ଶାଖା ଗୁଡିକ ଉପରେ ବିବରଣୀ ପ୍ରଦାନ ସହିତ ସମସ୍ତ ଶାଖା ପାଇଁ ଫଳକ ସହ ଫଳକ ନାମ ଘୋଷାଣ ସହିତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଆଗାମୀ ୨୦୨୫ ସଂଘ ର ସତ ବାର୍ଷିକୀ ପାଳନ ଏହା ପ୍ରକୃଷ୍ଟ ସମୟ ପ୍ରତି ଅଞ୍ଚଳ ଓ ଗ୍ରାମକୁ ସଂଘ ବିସ୍ତାରିତ କରିବା ପାଇଁ ସବୁ ସ୍ୱୟଂସେବକ ଲାଗି ପଡ଼ିବାକୁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ପ୍ରୋତ୍ସାହିତ କରି ସଂଘ ଲକ୍ଷ୍ୟ ପୂରଣ ପାଇଁ କାମ କରିବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ ।

Leave a Reply