Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଲାଙ୍ଗିର ସରସ୍ୱତୀ ଶିଶୁମନ୍ଦିରରେ ଶିଶୁ ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଲାଙ୍ଗିର ସରସ୍ୱତୀ ଶିଶୁମନ୍ଦିରରେ ଶିଶୁ ଶିବିର

ବଲାଙ୍ଗିର: ଶିଶୁ ଦିବସ ଅବସରରେ କଲେଜ ଛକ ସରସ୍ୱତୀ ଶିଶୁମନ୍ଦିର ଶିଶୁ ବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସଚିଦାନନ୍ଦ ସାହୁ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିଶୁ ବଟିକା ପ୍ରମୁଖ ଗୁରୁମା ରତ୍ନପ୍ରଭା ଦାସ ପରିଚୟ ପ୍ରଦାନ କରିଥିଲେ । ଶିଶୁ ମାନଙ୍କୁ ନେଇ ଗୁରୁଜୀ ଗୁରୁମା ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମରେ ଶିଶୁ ଚଳଚ୍ଚିତ୍ର ପ୍ରୋଜେକ୍ଟର ମାଧ୍ୟମରେ ଦେଖା ଯାଇଥିଲା । କିଛି ଶିଶୁଙ୍କୁ ନେଇ ବିଭିନ୍ନ ବୃତ୍ତି ମଧ୍ୟରେ ଦୀପାବଳୀ ଉତ୍ସବ ପାଳନ କରାଯାଇଥିଲା । ସମସ୍ତ ଶିଶୁଙ୍କୁ ଶେଷରେ ଉପହାର ଦିଆଯାଇଥିଲା ।

Leave a Reply