Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାଶୀନଗରରେ ବିଶ୍ୱହିନ୍ଦୁ ପରିଷଦର ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାଶୀନଗରରେ ବିଶ୍ୱହିନ୍ଦୁ ପରିଷଦର ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି,(ପିପିଏସ୍‌): ଗଜପତି ଜିଲ୍ଲା କାଶୀନଗର ଗଜପତି ପାଠାଗାର ଠାରେ ବିଶ୍ୱ ହିନ୍ଦୁ ପରିଷଦ ଗଜପତି ଜିଲ୍ଲା ଶାଖା ତରଫରୁ କାଶୀନଗର ବ୍ଲକ ଓ ଏନ ଏ ସି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ସଭାପତି କୈଳାସ ମାହାଙ୍କୁଡ, ଦେଉ ମଠର ମହନ୍ତ ରାମାନୁଜ ମହାରାଜ, ମହନ୍ତ ପଦ୍ମଚାରଣ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଆପ୍ପାରାଓ, ଓ ବଜରଙ୍ଗ ଦଳର ନେତୃତ୍ୱଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା କାଶୀନଗର ସହର ର ସମାଜ ସ୍ୱେୀ ତଥା ଗଜପତି ପାଠାଗାର ସଭାପତି ରମାକାନ୍ଥ ପାତ୍ର, ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର, ସୁଜନ କୁମାର ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ, ଏହି ବୈଠକ ର ମୁଖ୍ୟ ଉଧେଶ୍ୟ ହେଲା ଆଗାମୀ ଜାନୁଆରୀ ୨୨ ରେ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସମସ୍ତ ଙ୍କ ଭାଗିଦାରୀ ରହିଛି ସେହିଭଳି ପ୍ରତିଷ୍ଠା ଦିନ ସମସ୍ତେ ନାମ ଯଜ୍ଞ୍ ଓ ଦୀପାବଳି ଭଳି ସମସ୍ତ ହିନ୍ଦୁ ମାନେ ପାଳନ କରିବା ଆବଶ୍ୟକ ବୋଲି ରାମାନୁଜ ଜି କହିଥିଲେ, ରମାକାନ୍ତ ପାତ୍ର ଧନ୍ୟବାଦ ଦେଇଥିଲେ ।

Leave a Reply