ଏବିଭିପି ପକ୍ଷରୁ କ୍ୟାମ୍ପସ ୟୁନିଟ୍ ଗଠନ

ନୀଳଗିରି : ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ୱର ଜିଲ୍ଲା ନୀଳଗିରି ନଗର ତରଫରୁ ଆଜି ନୀଳଗିରି ମହାବିଦ୍ୟାଳୟ ରେ ୨୦୨୩-୨୦୨୪ ଶିକ୍ଷା ବର୍ଷ ପାଇଁ କ୍ୟାମ୍ପସ ୟୁନିଟ୍ ଗଠନ କରାଯାଇଛି ଏଥିରେ ଯୁକ୍ତ+୩ ର ସଭାପତି ଭାବେ କୁଲଦୀପ କେଷୀ ଓ ସମ୍ପାଦକ ରୁପେ ସୁଦର୍ଶନ ପାଢ଼ୀ ଦାୟିତ୍ୱ ଗ୍ରହଣ କରିଛନ୍ତି ସେହି ପରି ଯୁକ୍ତ+୨ ର ସଭାପତି ଭାବେ ଗଣେଶ ମଝି ଓ ସମ୍ପାଦକ ଭାବେ ସଞ୍ଜୟ ବାରିକ୍ ଦାୟିତ୍ୱ ଗ୍ରହଣ କରିଛନ୍ତି ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାର୍ଥୀ ପରିଷଦର ଛାତ୍ର ନେତା ବିଭାଗ ସୋସିଆଲ ମିଡିଆ ପ୍ରମୁଖ ଗୋପି ବଲ୍ଲଭ ରାଉତ ଓ ଜିଲ୍ଲା ସହ ସଂଯୋଜକ ସଞ୍ଜୀବ କୁମାର ମହାରଣା ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାର୍ଥୀ ପରିଷଦ ର ଲକ୍ଷ୍ୟ ଆଦର୍ଶ ବିଷୟରେ ସୂଚନା ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ୫୦ ରୁ ଅଧିକ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ ଉକ୍ତ କାର୍ଯ୍ୟକ୍ରମରେ ପବିତ୍ର ମୋହନ ସ, ଅଭିଜିତ ରାଉତ୍‌, ରାଜେଶ ବେହେରା, ଲକ୍ଷ୍ମୀଧର ବେହେରା,ନିରାକାର ରଥ, ଜୀବନ ଜ୍ୟୋତି ଗିରି, ପଦ୍ମ ଲୋଚନ ଧଉଡ଼ିଆ, ଦୂର୍ଗାବତି ବାରିକ୍‌, ମଧୁସ୍ମିତା ବେହେରା, ଲକ୍ଷ୍ମୀ ମଲିକ, ରାଜେଶ ସିଂହ,ସୁନିଲ ସିଂହ, କଣ୍‌ହେଇ ସିଂହ, ସହଦେବ ବେହେରା ମୁଖ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *