Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଇଡ଼ ପାଣିର ଔଷଧୀୟ ଗୁଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଇଡ଼ ପାଣିର ଔଷଧୀୟ ଗୁଣ

ପଇଡ଼ ପାଣି ସ୍ୱାସ୍ଥ୍ୟ ଲାଗି ଅନେକ ଉପକାରୀ । କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହା ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇବା ସହ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ । ଜାଣନ୍ତୁ ପଇଡ଼ ପାଣିର ଔଷଧୀୟ ଗୁଣ ସମ୍ପର୍କରେ କିଛି ଟିପ୍ସ… – ଓଜନ ବୃଦ୍ଧି, ପେଟଥଣ୍ଡା ଆଦି ଅନେକ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ । – ଏହାକୁ ସକାଳେ ପିଇବା ଫଳରେ ଏହା ଆପଣଙ୍କୁ ଦିନସାରା ସତେଜ ଓ ଫୂର୍ତ୍ତି ରଖିଥାଏ । – ଏହା ଥାଇରଡ ହରମୋନ ନିୟନ୍ତ୍ରଣ ହୋଇଥାଏ । – କିଡ୍‌ନୀ ଷ୍ଟୋନ୍‌ରୁ ମଧ୍ୟ ମୁକ୍ତି ଦେଇଥାଏ । – ଓଜନ କମ୍ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ କମ୍ ପରିମାଣର କ୍ୟାଲୋରି ଥାଏ । ଏହାକୁ ପିଇବା ଫଳରେ ଅନେକ ସମୟ ଭୋକ ହୋଇ ନ ଥାଏ । – ଏହା ତ୍ୱଚାକୁ ମଧ୍ୟ କୋମଳ କରିଥାଏ ।

Leave a Reply