Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଦ୍ୱତ୍ ପରିଷଦ ଟିମ୍ ଗଠନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଦ୍ୱତ୍ ପରିଷଦ ଟିମ୍ ଗଠନ

ଜୟପୁର : ଅରବିନ୍ଦ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟର ବିଦ୍ୱତ ପରିଷଦ ଟିମ୍ ଗଠନ ହୋଇଯାଇଛି । ପ୍ରଧାନଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ତତ୍ୱାବଧାନରେ ଚଳିତ ଶିକ୍ଷାବର୍ଷର ବିଦ୍ୱତ୍ ପରିଷଦ ଟିମ୍ ଅନିଷ୍ଠାନିକ ଭାବେ ଗଠନ କରାଯାଇଥିଲା । ପ୍ରସ୍ତାବକ ଓ ସମର୍ଥନ କ୍ରମେ ବିପିନ୍ କୁମାର ପାତ୍ର- ସଭାପତି, ବିପିନ୍ ମହାରଣାସମ୍ପାଦକ, ଦୁର୍ଗା ମାଧବ ଦାଶ, ଶୁକଦେବ ସାହୁ ଏବଂ ସ୍ୱର୍ଣ୍ଣଲତା ମହାରଣା, ସୁନିତା କୁମାରୀ ପ୍ରଧାନ ଓ ଡମ୍ବୁରୁଧର ଭୂମିୟା ପ୍ରମୁଖ ସଦସ୍ୟ ସଦସ୍ୟା ରୂପେ ଚୟନିତ ହୋଇଥିଲେ । ଆମର ଲକ୍ଷ୍ୟ ଓ ବିଚାରକୁ ସ୍ପଷ୍ଟ କରିବା ବୈଚାରିକ ଲେଖା ପ୍ରକାଶ କରିବା ଏବଂ ଆଲୋଚନା ଚକ୍ର ଆୟୋଜନ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ । କାର୍ଯ୍ୟକ୍ରମରେ ଶୁକଦେବ ସାହୁ ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ୱୀକୃତି ଦାଶ ଓ ଆୟେସା ଆଚାରୀ ପରିଚାଳନା କରିଥିଲେ ।

Leave a Reply