Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲାଲବିଲଡିଂ ଗଳିରେ ଲଭ ଜିହାଦ ମାମଲା ନିଖୋଜ ନାବାଳିକାର ସନ୍ଧାନ ପାଇ ଏସପିଙ୍କୁ ଭେଟିଲେ ବସ୍ତିବାସିନ୍ଦା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲାଲବିଲଡିଂ ଗଳିରେ ଲଭ ଜିହାଦ ମାମଲା ନିଖୋଜ ନାବାଳିକାର ସନ୍ଧାନ ପାଇ ଏସପିଙ୍କୁ ଭେଟିଲେ ବସ୍ତିବାସିନ୍ଦା

ରାଉରକେଲା :ଉଦିତନଗର ଥାନା ଅଞ୍ଚଳରେ ଥିବା ଲାଲବିଲିଡିଂ ଗଳିରେ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ରହୁଥିବା ଏକ ନାବାଳିକା ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଥିବା ଗୋପବନ୍ଧୁପାଲ୍ଲୀ ବସ୍ତିରେ ରହୁଥିବା ନିଜ ବାନ୍ଧବୀଙ୍କ ଜନ୍ମଦିନରେ ଆସିଥିବାବେଳେ ଗତ ୭/୨/ ୨୩ରେ ସେହି ଅଞ୍ଚଳରେ ରହୁଥିବା ଦିଲାବର ଖାନ ନାମକ ଜଣେ ମୁସଲମାନ ଯୁବକ ନିଜ ପ୍ରେମ ଜାଲରେ ଫସାଇ ନାବାଳିକାକୁ ଅପହରଣ କରିନେଇଥବା ସମ୍ବନ୍ଧରେ ପରିବାର ଲୋକେ ଥାନାରେ ଏତଲା ଦେଇଥିବାବେଳେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଯୁବତୀର ସନ୍ଧାନ ପାଇନାହିଁ । ଅପରପଟେ ଏହା ଏକ ଲଭ ଜିହାଦନ ମାମଲା ବୋଲି ଅଭିଯୋଗ କରି ଗଳିର ବାସିନ୍ଦାମାନେ ଆଜି ଏସିପିଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଜଣାପଡିଛ ।

Leave a Reply