Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ-ଏ ମହମ୍ମଦର ଆଡ୍ଡାର ପର୍ଦ୍ଦାଫାଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ-ଏ ମହମ୍ମଦର ଆଡ୍ଡାର ପର୍ଦ୍ଦାଫାଶ


ଶ୍ରୀନଗର: ଜମ୍ମୁ- କଶ୍ମୀର କୁଲଗାମେର ସକ୍ରିୟ ଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍?-ଏମହମ୍ମଦର ଏକ ଆଡ୍ଡାର ପର୍ଦ୍ଦାଫାଶ କରି ଶୁକ୍ରବାର ଦିନ ସୁରକ୍ଷା ବାହିନୀ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ଏକ ହ୍ୟାଣ୍ଡ େଗ୍ରେନଡ, ଏକ ପିସ୍ତଲ, ଦୁଇଟି ମରଣାନ୍ତକ ସେଲ ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ସେମତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ଜବତ କରିଛନ୍ତି । ରେିପାଟର୍ରୁ ପ୍ରକାଶ, କୁଲଗାମର ମିରହାମା ଏବଂ ଡିଏଚ ପୋରୋର କୁଲଗାମ ପୁଲିସ ଏବଂ ରାଷ୍ଟ୍ରୀୟ ରାଇଫଲ ଦ୍ୱାରା ଏକ ସର୍ଚ୍ଚ ଅପେରସନ ଆରମ୍ଭ କରାଯାଇଥିଲା । ଏହି ସର୍ଚ୍ଚ ଅପେରସନ କାଳେର ଛଅ ଜଣ ଆତଙ୍କବାଦୀ ସହେଯାଗୀଙ୍କୁ ଗିରଫ କରାଯାଇଥିଲା । ସେମୋନ ଆଠଟି ମାଗାଜିନ୍ ଏବଂ ୪୪୫ ରାଉଣ୍ଡ ଏମ୪ ରାଇଫଲ, ଏକ ପିସ୍ତଲ ଏବଂ ୧୮ ପିସ୍ତଲ ରାଉଣ୍ଡ ଉଦ୍ଧାର କରିଥେôଲ । ଅନ୍ୟ ଜବତ ସାମଗ୍ରୀ ମଧ୍ୟେର ଚାରିଟି ୟୁବିଜିଏଲ୍ ସେଲ୍, ୩୦ େଏକ ରାଉଣ୍ଡ, ଆଇଏନଏସଏଏସ ଏବଂ େଏକ ରାଇଫଲ୍ ର ଗୋଟିଏ ମାଗାଜିନ୍, ଚାରିଟି ୱାକି-ଟକି ସେଟ୍ ଏବଂ ଏକ ୱେୟାରେଲସ୍ ସେଟ୍ ଅନ୍ତର୍ଭୁକ୍ତ ରହିଛି । ପୁଲିସର ଜେନ÷କ ମୁଖପାତ୍ର ଗଣମାଧ୍ୟମକୁକହଛନ୍ତି, ଏକ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗିରଫ ହୋଇଥିବା ଛଅ ଜଣ ଆତଙ୍କବାଦୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମେର ସୀମା ପାର ହ୍ୟାଣ୍ଡଲରଙ୍କ ସହ ଯୋଗୋଯାଗେର ଥେôଲ । ସେମୋନ ବୋମା ଆକ୍ରମଣ କରିବା, ସାଧାରଣ ନାଗରିକଙ୍କୁ ଭୟଭୀତ କରିବା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟଙ୍କ ଉପେର ଆକ୍ରମଣ କରିବୋର ଜଡିତ ଥିବା ଅଭେିଯାଗ ହୋଇଛି ।

Leave a Reply