କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ…
Year: 2025
ଭାରତ କିପରି ଇଲେକ୍ଟ୍ରିକ ମୋବିଲିଟି, ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ଏହାର ଶିଳ୍ପ ପରିଦୃଶ୍ୟକୁ ପୁନଃଆକାର ଦେଉଛି ସେ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି । ଭାରତ କିପରି ଇଲେକ୍ଟ୍ରିକ ମୋବିଲିଟି, ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ଏହାର ଶିଳ୍ପ ପରିଦୃଶ୍ୟକୁ ପୁନଃଆକାର ଦେଉଛି ସେ ଉପରେ ଏହି ଲେଖାରେ ବର୍ଣ୍ଣନା କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଚ୍.ଡି. କୁମାରସ୍ୱାମୀଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି; “କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଚ୍ଡି କୁମାରସ୍ୱାମୀ ଲେଖିଛନ୍ତି ଯେ, ଭାରତ ଇଲେକ୍ଟ୍ରିକ୍ ମୋବିଲିଟି, ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ନିଜର ଶିଳ୍ପ ପରିଦୃଶ୍ୟକୁ ପୁନଃଆକାର ଦେଉଛି । ଲକ୍ଷ୍ୟଭିତ୍ତିକ ଯୋଜନା ଏବଂ ସରକାରୀ-ଘରୋଇ ସହଭାଗିତା ଏହି ପରିବର୍ତ୍ତନକୁ ଆଗେଇ ନେଉଛି ।”
ଅପରେସନ ସିନ୍ଦୁର ସମୟରେ, ଭାରତର ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ଶକ୍ତି ସମଗ୍ର ବିଶ୍ୱ ଦେଖିଥିଲା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨,୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ଏହି…
କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ କୃଷକମାନେ ଏହାର ଆତ୍ମା
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୨୦ତମ କିସ୍ତି ବଣ୍ଟନର ଶୁଭ ଅବସରରେ, କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ…
ରାହୁଲ ଗାନ୍ଧୀ ବାରମ୍ବାର ଆମକୁ ଧମକାଉଛନ୍ତି -ଭାରତୀୟ ନିର୍ବାଚନ କମିଶନ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ହୋଇଥିବା ଏସଆଇଆରକୁ ଭୋଟ ଚୋରି ପ୍ରକ୍ରିୟା ବୋଲି କହିଥିଲେ । ସେ କହିଥିଲେ ଯେ…
୩ ପର୍ଯ୍ୟନ୍ତ ଅମରନାଥ ଯାତ୍ରା ସ୍ଥଗିତ
ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରାକୁ ଆସନ୍ତା ୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅମରନାଥ ଗୁମ୍ଫାକୁ ସଂଯୋଗ କରୁଥିବା…
ଚାପ ପ୍ରୟୋଗ କରି ବାଣିଜ୍ୟ କରିହେବ ନାହିଁ : ମୋହନ ଭାଗବତ
ଚାପ ପ୍ରୟୋଗ କରି ବାଣିଜ୍ୟ କରିହେବ ନାହିଁ : ମୋହନ ଭାଗବତ ବୁଧବାର ଦିନ ଆରଏସଏସ ଶତବାର୍ଷିକୀ ପାଳନର ଦ୍ୱିତୀୟ ଦିନରେ,…
ଭାରତୀୟ ରସାୟନ ଗବେଷଣା ଓ ରସାୟନ ଶିଳ୍ପର ଜନକ ପ୍ରଫେସର. ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଜନ୍ମଜୟନ୍ତୀରେ କୋଟି କୋଟି ପ୍ରଣାମ ।
୨ ଅଗଷ୍ଟ ୧୮୬୧ ମସିହା , ବଙ୍ଗଳା କେମିକାଲ ଆଣ୍ଡ ଫାର୍ମାସ୍ୟୁଟିକାଲ ୱାର୍କ୍ସର ପ୍ରତିଷ୍ଠାତା, ପ୍ରଖ୍ୟାତ ଭାରତୀୟ ରସାୟନବିଦ , ପ୍ରଫେସର.…
ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ଜାତୀୟ ପତାକାର ଡିଜାଇନର୍ ପିଙ୍ଗାଲି ଭେଙ୍କେୟାଙ୍କ ଜନ୍ମଜୟନ୍ତୀରେ କୋଟି କୋଟି ପ୍ରଣାମ।
ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ଜାତୀୟ ପତାକାର ଡିଜାଇନର୍ ପିଙ୍ଗାଲି ଭେଙ୍କେୟାଙ୍କ ଜନ୍ମଜୟନ୍ତୀରେ କୋଟି କୋଟି ପ୍ରଣାମ। ।। ୦୨ ଅଗଷ୍ଟ…
ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନେତା ରବି ଶଙ୍କର ଶୁକ୍ଳାଙ୍କ ଜନ୍ମଜୟନ୍ତୀରେ କୋଟି କୋଟି ପ୍ରଣାମ
ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନେତା ରବି ଶଙ୍କର ଶୁକ୍ଳାଙ୍କ ଜନ୍ମଜୟନ୍ତୀରେ କୋଟି କୋଟି ପ୍ରଣାମ || ୦୨ ଅଗଷ୍ଟ ୧୮୭୭ –…