ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ୫୦ତମ ରାଜ୍ୟ ଅଧିବେଶନ

ଭଦ୍ରକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ୫୦ତମ ରାଜ୍ୟ ଅଧିବେଶନ  ଭଦ୍ରକ ଜିଲ୍ଲାର ଐତିହାସିକ ରକ୍ତତୀର୍ଥ…

 ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହୋଇଥିବା ହିଂସା ପ୍ରତିବାଦରେ   ଖୋର୍ଦ୍ଧା   ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ  ବିକ୍ଷୋଭ ପ୍ରଦର୍ଶନ

ଖୋର୍ଦ୍ଧା :- ବାଂଲାଦେଶ ରେ ହିନ୍ଦୁ ମାନଙ୍କ ପ୍ରତି ହୋଇଥିବା ହିଂସା ପ୍ରତିବାଦରେ   ଖୋର୍ଦ୍ଧା   ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ  ବିକ୍ଷୋଭ ପ୍ରଦର୍ଶନ ଖୋର୍ଦ୍ଧା: ବାଂଲାଦେଶରେ…

ବାଂଲାଦେଶରେ ହିନ୍ଦୁଙ୍କୁ ନିର୍ଯାତନା ଓ ହତ୍ୟା ପ୍ରତିବାଦରେ  କେନ୍ଦ୍ରାପଡ଼ା   ବିଶ୍ବ ହିନ୍ଦୁ ପରିଷଦର ବିକ୍ଷୋଭ

ବାଂଲାଦେଶରେ ହିନ୍ଦୁଙ୍କୁ ନିର୍ଯାତନା ଓ ହତ୍ୟା ପ୍ରତିବାଦରେ  କେନ୍ଦ୍ରାପଡ଼ା   ବିଶ୍ବ ହିନ୍ଦୁ ପରିଷଦର ବିକ୍ଷୋଭକେନ୍ଦ୍ରାପଡ଼ା : ଚଳିତମାସ୧୮ ତାରିଖରେ ବାଂଲାଦେଶରେ ଶ୍ରମିକ…

କେନ୍ଦୁଝର ଜିଲା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ

କେନ୍ଦୁଝର ଜିଲା   ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ କେନ୍ଦୁଝର: ବାଂଲାଦେଶରେ ଇସଲାମିକ୍ କଟରପନ୍ଥୀଙ୍କ ଦ୍ବାରା ହିନ୍ଦୁଙ୍କ ପ୍ରତି କରା ଯାଉଥିବା…

ବାଂଲାଦେଶ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ବାଂଲାଦେଶ ବିରୋଧରେ ବିକ୍ଷୋଭ ପ୍ରଦର୍ଶନଯୋଡ଼ା: ଚଳିତ ମାସ ୧୮ ତାରିଖ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ଯୁବକଙ୍କୁ…

ଅଭୂତପୂର୍ବ କୂଟନୀତି: ଛଅଟି ଜିସିସି ରାଷ୍ଟ୍ର ମଧ୍ୟରୁ 5ଟି ଦେଶ ସେମାନଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରିଛନ୍ତି ସମ୍ମାନିତ

ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ…

୨୪୫ କୋଟି ଟଙ୍କାର ପ୍ରକଳ୍ପ ଶିକ୍ଷାର ମାନକୁ ବଢ଼ାଇବା ସହ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ 

ରେଢାଖୋଲ/ସମ୍ବଲପୁର, ଡିସେମ୍ବର ୨୫ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ସୁଶାସନ ଦିବସ’ ଅବସରରେ ସମ୍ବଲପୁର ରେଢ଼ାଖୋଲ ଠାରେ…

ଓଡ଼ିଶାରୁ ଦୁବାଇକୁ ଗଲା ୧ ଟନ ପରିବା

ନୂଆଦିଲ୍ଲୀ : ଏବେ ଦୁବାଇର ଲୋକମାନେ ଓଡ଼ିଶାର ଚାଷୀମାନଙ୍କ ରସୁଣ ଏବଂ ଫ୍ରେଞ୍ଚ ବିନ୍ସର ସ୍ୱାଦ ପାଇବେ। ରସୁଣ ଏବଂ ଫ୍ରେଞ୍ଚ…

ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଓଡ଼ିଶା

ନକ୍ସଲମୁକ୍ତ ଭାରତ ଦିଗରେ ଦେଶକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। କନ୍ଧମାଳରେ ସୁରକ୍ଷାବାହିନୀର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା…

ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି

ଭୁବନେଶ୍ବର: ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ…