Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
2024 - Page 65 of 107 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶାର ୫୧୦୯.୩୩ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ଭୁବନେଶ୍ୱର- ୨୦୨୪ ମସିହା ମାର୍ଚ୍ଚ ମାସରର ମୋଟ ଜ୍‌ିଏସଟି (କେନ୍ଦ୍ରୀୟ ଜ୍‌ିଏସଟି + ସମନ୍ୱିତ ଜ୍‌ିଏସଟି + ରାଜ୍ୟ ଜ୍‌ିଏସଟି +…

ଜ୍ଞାନବ୍ୟାପି ମସ୍‌ଜିଦର ବେସମେଣ୍ଟରେ ଜାରି ରହିବ ପୂଜାର୍ଚ୍ଚନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜ୍ଞାନବ୍ୟାପି ମସଜିଦର ବ୍ୟାସ ବେସମେଣ୍ଟରେହିନ୍ଦୁମାନଙ୍କର ପୂଜା କରିବାକୁ ବିରୋଧରେ ମସଜିଦ୍ କମିଟିରଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବେସମେଣ୍ଟରେପୂଜା…

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଂସଦ ପକ୍ଷରୁ ଓଡ଼ିଶା ଦିବସ ପାଳିତ

ପାରଳାଖେମୁଣ୍ଡି: ୮୯ତମ ଓଡ଼ିଶା ଦିବସ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି…

ଧଳାଜହର ଓ ଗୋମାଂସ ଚାଲାଣକାରୀଙ୍କ ଭୂସ୍ୱର୍ଗ ପାଲଟିଛି ଚାରିଛକ

ନିମାପଡ଼ା : ନିମାପଡା ବ୍ଲକ ଚାରିଛକ ଥାନା ଅଞ୍ଚଳରେ ଆଇନ ସେବା ବିପର୍ଯ୍ୟୟ ହୋଇପଡୁଥିବା ବେଳେ ଚାରିଛକ ପାଲଟିଛି ନିଶା ବେପାରୀଙ୍କ…

ଆଉ ଚାଲିବନି ପେଟ୍ରୋଲ-ଡିଜେଲ୍ ଗାଡ଼ି!

ନୂଆଦିଲ୍ଲୀ: ୩୬ କୋଟି ପେଟ୍ରୋଲ ଏବଂ ଡିଜେଲ ଗାଡିରୁ ଦେଶକୁ ମୁକ୍ତି ଦେବା ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ…

ଭାରତ ବଜାରରେ ଚୀନ୍‌ର ନକଲି ରସୁଣ ; ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: ଭାରତୀୟ ଖୁଚୁରା ବଜାରରେ ରସୁଣ ଦର ଏବେ କିଲୋଗ୍ରାମ୍ ପିଛା ୨୦୦ ଟଙ୍କାରୁ ୨୪୦ ଟଙ୍କା ମଧ୍ୟରେ ରହିଛି ।…

ପଣ୍ୟ କାରବାରରେ ବୃହତ ବନ୍ଦର ମଧ୍ୟରେ ୧ନମ୍ବର ସ୍ଥାନ ହାସଲ କଲା ପାରାଦୀପ ବନ୍ଦର

ପାରାଦୀପ- ଗତ ଆର୍ôଥକ ବର୍ଷ ୨୦୨୩-୨୪ ରେ ଅବିଶ୍ୱାସନୀୟ ୧୪୫.୩୮ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ପାରାଦୀପ ବନ୍ଦର…

ଏଲଓସିରେ ଅତ୍ୟାଧୁନିକ ବଙ୍କରରେ ରହି ପାରିବେ ପର୍ଯ୍ୟଟକ

ଶ୍ରୀନଗର: ଜମ୍ମୁ-କାଶ୍ମୀରକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମାରେ ରହି ପାରିବେ ପର୍ଯ୍ୟଟକ । ଏଲଓସି ନିକଟ ଜିରୋ ଲାଇନରେ ନିର୍ମାଣ ହେଉଛି…

ପଣ୍ଡିତ ନେହରୁଙ୍କ ପାଇଁ ମୁଣ୍ଡ ବ୍ୟଥା ଥିଲା କଚାତିବୁ

ନେହେରୁଙ୍କ ପାଇଁ ମୁଣ୍ଡ ବ୍ୟଥା ଥିଲା \’କଚାତିବୁ\’ : ଜୟଶଙ୍କର ନୂଆଦିଲ୍ଲୀ: କଚାତିବୁକୁ ନେଇ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଇନି…

ଭୋଜଶାଳାରେ ଏଏସଆଇ ସର୍ଭେ ଜାରି ରହିବ, ରହିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋଜଶାଳାରେ ସର୍ଭେ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସେଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷମ ସଂସ୍ଥା ବା ଏଏସଆଇର ସର୍ଭେ…