Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
July 2024 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅମରନାଥ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

ନୂଆଦିଲ୍ଲୀ,- ଅମରନାଥ ତୀର୍ଥଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପବିତ୍ର…

କେସିଙ୍ଗା ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀ ଛାତ୍ର ଓଁ ରାଜ ମିଶ୍ର ଗଲେ ଇସ୍ରୋ

ଭବାନୀପାଟଣା : କେସିଙ୍ଗା ଶିଶୁ ବିଦ୍ୟାମନ୍ଦିର ଦଶମ ଶ୍ରେଣୀ ଛାତ୍ର ଓଁ ରାଜ ମିଶ୍ର ଅହମଦାବାଦରେ ଥିବା ଇସ୍ରୋକୁ କନିଷ୍ଠ ବୈଜ୍ଞାନିକ…

ବଜରଙ୍ଗ ଦଳର ସେବା ସପ୍ତାହରେ ତାଲପାଲି ପଡା ଗୋଷ୍ଠୀ କେନ୍ଦ୍ରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର : ରବିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ବଜରଙ୍ଗ ଦଳର ଦେଶ ବ୍ୟାପି ସେବା ସପ୍ତାହ ଉପଲକ୍ଷେ ସ୍ଥାନୀୟ…

ଗୋରୁ ବୋଝେଇ ଭ୍ୟାନକୁ କାବୁ କଲା ଗଣିଆ ପୋଲିସ୍‌

ଗଣିଆ : ଦିନକୁ ଦିନ ଗୋରୁ ଚାଲାଣ ଦଲାଲ୍ ମାନେ ସକ୍ରିୟ ହେବାରେ ଲାଗିଲେଣି । ବାରମ୍ବାର ଚଢ଼ାଉ କରି କିଛି…

ସେନା ପ୍ରମୁଖ କାର୍ଯ୍ୟଭାର ସମ୍ଭାଳିଲେ ଲେଫ୍ଟନେଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ : ଦେଶର ୩୦ତମ ସେନା ପ୍ରମୁଖ ରୂପେ ଲେଫ୍ଟନେଂଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ଦିନ କାର୍ଯ୍ୟଭାର ସମ୍ଭାଳିଛନ୍ତି ।…

ବିଶାଳ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର : ଜନସଂଘରୁ ବିଜେପିର ଯାତ୍ରା ପରେ ବିଜେଡି ସହ ମେଣ୍ଟ ସରକାର ଓ ଶେଷରେ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ…

ବିପୁଳ ପୁଞ୍ଜିନିବେଶକୁ ସାକାର କରିବା : ଅଶ୍ୱିନୀ

ଭୁବନେଶ୍ୱର: ମୋଦି ସରକାରକୁଏହାର ପୂର୍ବ ସରକାର ସହ ତୁଳନା କଲେ ଏକ ବିରାଟପରିବର୍ତ୍ତନ ଦେଖିବାକୁ ମିଳେ । ଅତୀତରେ ଓଡ଼ିଶାକୁଅବହେଳାର ଶିକାର…

ପୂର୍ବ ସୁରୀଙ୍କ ଆଶୀର୍ବାଦରୁ ସମ୍ଭବ : ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି…