Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
2023 - Page 239 of 247 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱର କ୍ଷୁଦ୍ରତମ ହକି ଷ୍ଟିକ୍ ତିଆରି କଲେ ସତ୍ୟ

ବ୍ରହ୍ମପୁର: ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ନିଜ ହାତରେ ତିଆରି କରିଛନ୍ତି ବିଶ୍ୱର ଦୁଇଟି ସର୍ବକ୍ଷୁଦ୍ର ହକିଷ୍ଟିକ୍ । କାଠରେ…

କାଙ୍ଗାଳ ସ୍ଥିତିରେ ପାକିସ୍ତାନ

ସାରା ବିଶ୍ୱକୁ ମାଗୁଛି ସହାୟତା ଇସ୍ଲାମାବାଦ: ପାକିସ୍ତାନ ପୁଣିଥରେ ଆର୍ଥିକ ସଂକଟ ଭିତରକୁ ଠେଲି ହୋଇଯାଇଛି । ପୂରା କାଙ୍ଗାଳ ସ୍ଥିତିରେ…

ପୁଣି ମନେ ପଡିଲାଣି ଟେକାମାଡ କଥା

ଶ୍ରୀନଗର: ନୂଆବର୍ଷର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ ତାରିଖରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୪ଜଣ ହିନ୍ଦୁଙ୍କ ଜୀବନ ଯିବା ପରେ ଜାମ୍ମୁ-କାଶ୍ମୀରରେ…

ସମଗ୍ର ବିଶ୍ୱ ହେଉଛି ଆମର ଦେଶ, କେବଳ ମଣିଷ ବନ୍ଧୁବାନ୍ଧବ

ଇନେ୍ଦାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମଧ୍ୟପ୍ରଦେଶର ଇନେ୍ଦାର ସହରରେ ୧୭ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି…

ମହାତ୍ମାମାନଙ୍କର ଦିବ୍ୟ ବାଣୀ ମାନବ ଜୀବନର ମୂଳମନ୍ତ୍ର

ବ୍ରହ୍ମପୁର : ପବିତ୍ର ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ସମାରୋହ ବଂଶୀବଟ ମାନବ ସେବା ସମିତି ଆନୁକୂଲ୍ୟରେ ଜଗତ କଲ୍ୟାଣ ଉଦେ୍ଦଶ୍ୟରେ ବ୍ରହ୍ମପୁର…

୪୩ ଟି ଚାଇନାର ବିମାନ ତାଇୱାନ ଗଲ୍ଫର ସେଂଟ୍ରାଲ ଲାଇନ ଅତିକ୍ରମ କରିଛି

ବେଜିଂ: ତାଇୱାନକୁ ନେଇ ଚାଇନାର ଉଦେ୍ଦଶ୍ୟ ପୂର୍ବ ପରି ରହିଛି ତାଇୱାନର ଆଖପାଖ ଅଞ୍ଚଳରେ ଚାଇନ ସେନା ପୁଣି ଥରେ ସମରାଭ୍ୟାସ…

ବିପଦରେ ଦେବଭୂମି

ଯୋଶୀମଠ ଭଳି ୩୦ ଗାଁରେ ଧସୁଛି ମାଟିଡେରାଡୁନ୍: ଉତରାଖଣ୍ଡ ଯୋଶୀମଠରେ ଭୂସ୍ଖଳନକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକ । ଧିରେ ଧିରେ…

କେନ୍ଦ୍ର ପକ୍ଷରୁ ଜବରଦସ୍ତି ଧର୍ମାନ୍ତରୀକରଣକୁ ରୋକିବା ପାଇଁ ପଦକ୍ଷେପ ନିଆଯିବା ଦରକାର

ଭାରତରେ ଧର୍ମ ପରିବର୍ତନ ଅତି ଗମ୍ଭୀର ସମସ୍ୟା’ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜାନୁଆରୀ ୯ ତାରିଖ ଦିନ ଧର୍ମାନ୍ତରୀକରଣ ମାମଲାରେ ଶୁଣାଣି ହୋଇଛି ।…

କଏନ୍‌ ‌ନେବାକୁ ମନା କଲେ କାର୍ଯ୍ୟାନୁଷ୍ଠାନ ହେବ: ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ଭାରତ ସରକାର ପ୍ରଚଳିତ କରିଥିବା କଏନ ଗୁଡ଼ିକ ଅଚଳ ନା ସଚଳ ଏହାକୁ ନେଇ ଗୁଜବ ପ୍ରକାଶ ପାଇବା…

ନିଶ୍ଚିନ୍ତକୋଇଲିରେ ମନ୍ଦିର ଲୁଟେରା ସକ୍ରିୟ

ନିଶ୍ଚିନ୍ତକୋଇଲିରେ ମନ୍ଦିର ଲୁଟେରା ସକ୍ରିୟନିଶ୍ଚିନ୍ତକୋଇଲି: ଦୀର୍ଘଦିନ ହେଲା ସମଗ୍ର ନିଶ୍ଚିନ୍ତକୋଇଲି ବ୍ଳକ ଅଂଚଳରେ ମନ୍ଦିର ଲୁଟେରାମାନେ ସକ୍ରିୟ ହୋଇପଡିଛନ୍ତି । ଦେବାଦେବୀ…