Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
August 2023 - Page 13 of 19 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରତିଭା ଦେଖାଇଲେ କୁନି କୁନି ବୈଜ୍ଞାନିକ

ଅସ୍ତରଙ୍ଗ : ଛାତ୍ରଛାତ୍ରୀଙ୍କ ଭିତରେ ଥିବା ବୈଜ୍ଞାନିକ ଚିନ୍ତାଧାରା ବିକାଶ ଲକ୍ଷ୍ୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ…

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର: ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରେ ୨୯ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା…

ପୁରୀ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ପୁରୀ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ (ଘୋଡା ବଜାର) ପରିସରରେ ପୁରୀ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଶନିବାର…

ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଆସିକା: ଶିକ୍ଷା ବିକାଶ ସମିତି, ଓଡିଶା ଯୋଜନା ଅନୁସାରେ ଆଜି ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗ ରୋଡ ସ୍ଥିତ ସରସ୍ୱତୀ ଶିଶୁ…

ସମାନ ନାଗରିକ ସଂହିତା ସୁସ୍ଥ ସମାଜ ଗଠନରେ ସହାୟକ ହେବ

କଟକ, ତା୧୩।୮-ସମାନ ନାଗରିକ ସଂହିତା ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ସହାୟକ ହେବ ବୋଲି ବିଶିଷ୍ଟ ଶିକ୍ଷାବିତ୍ ତଥା…

ପୋଲିସ୍ ହାତରେ ଗୋମାଂସ ଚାଲାଣ ଗାଡି

ନିମାପଡ଼ା: ନିମାପଡା ଅଞ୍ଚଳରେ ଗୋବଦ୍ଧ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଥିବା ବେଳେ ଗୋମାଂସ ଚାଲାଣ ପ୍ରତି ସମୟରେ ହେଉଥିବା ବେଳେ ଚାରିଛକ…

ବଲାଙ୍ଗିରରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ବଲାଙ୍ଗିରି: ବିଗତ କିଛିବର୍ଷଧରି ସହରରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମିସ୍ତ୍ରୀଫେରିବାଲା ଆଦି ପରିଚୟ ଦେଇ ସେମାନେ ବିଭିନ୍ନ…

ଓଡ଼ିଆ ପୁଅ ଦିଲ୍ଲୀରେ ପାଇଲେ ପୁରସ୍କାର

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ପୁଅ ବିଚିତ୍ରାନନ୍ଦ ବିଶ୍ୱାଳ ଙ୍କୁ ଦିଲ୍ଲୀ ରେ ପୁରସ୍କୃତ ହୋଇଛନ୍ତି…

ସରସ୍ୱତୀ ଶିଶୁ ମନ୍ଦିରରେ ଜାତୀୟ କୃମିନାଶକ ଦିବସ

ରାଜନଗର : ରାଜନଗର ବ୍ଲକ ମହିଁଷାସୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରେର ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ରାଜନଗର ଗୋଷ୍ଠୀ…

ବନବାସୀଙ୍କୁ ରୋଜଗାର ଦେଇଛି ଜଙ୍ଗଲି ଛତୁ

କେନ୍ଦୁଝରଗଡ଼: ଛତୁ ନିରାମିଷାସୀଙ୍କ ପାଇଁ ବର୍ଷତମାମ ମନପସନ୍ଦର ଖାଦ୍ୟ । ଏଥିପାଇଁ ଆଧୁନିକ ପ୍ରଣାଳୀରେ ଉତ୍ପାଦନ ହୋଇ ବଜାରରେ ବିକ୍ରି ହୋଇ…