Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
February 2023 - Page 6 of 27 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକା ରାଷ୍ଟ୍ରପତି ଦୌଡରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ର୍ନିବାଚନ ୨୦୨୪ ଦୌଡରେ ନିଜକୁ ସାମିଲ କରାଇଛନ୍ତି ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ । ନିକ୍କି…

ପାକିସ୍ତାନର ଆର୍ଥିକ ଦୂରାବସ୍ଥା ନେଇ ମୁହଁ ଖୋଲିଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନର ଆର୍ଥôକ ଦୂରାବସ୍ଥା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି…

ଏବିଭିପିର ଛାତ୍ର ଅଧିକାର ସମାବେଶ

ବ୍ୟାସନଗର : ଶିକ୍ଷା, ସୁରକ୍ଷା ଓ ରୋଜଗାର ତିନି ପ୍ରସଙ୍ଗକୁ ନେଇ ବିଦ୍ୟାର୍ଥୀ ପରିଷଦ ନେତୃତ୍ୱରେ ଯାଜପୁର ଜିଲ୍ଲାର ୭୦୦ରୁ ଊର୍ଦ୍ଧ୍ୱ…

ଭାରତ ବିକାଶ ପରିଷଦ-ସହିଦ ବାଜି ରାଉତ ଶାଖା ଢେଙ୍କାନାଳ ବାର୍ଷିକ ସାଧାରଣ ପରିଷଦ ବୈଠକ

ଢେଙ୍କାନାଳ : ଭାରତ ବିକାଶ ପରିଷଦ, ସହିଦ ବାଜି ରାଉତ ଶାଖା, ଢେଙ୍କାନାଳ ର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ…

ସତ ମାନିଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନ ଦେବାଳିଆ

କରାଚୀ : ପାକିସ୍ତାନ ଦେବାଳିଆ ହେବାକୁ ଯାଉନି, ବରଂ ଦେବାଳିଆ ହୋଇସାରିଲାଣି । ଏଭଳି କହିଛନ୍ତି ଖୋଦ୍ ଜଣେ ପାକିସ୍ତାନୀ ମନ୍ତ୍ରୀ…

ଫିଲିପାଇନ୍ସ ବିରୋଧରେ ଲେଜର ଅସ୍ତ୍ର ବ୍ୟବହାର କରୁଛି ଚୀନ୍

ନୂଆଦିଲ୍ଲୀ: ନିକଟରେ ଗୁପ୍ତଚର ବେଲୁନ୍ ମାମଲାରେ ଚୀନ୍ ଏବଂ ଆମେରିକା ମଧ୍ୟରେ ବିବାଦ ଉପୁଜିଥିଲା । ଏବେ ଚୀନ୍ ଫିଲିପାଇନ୍ସ ବିରୋଧରେ…

ଦୁନିଆାର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ୍ ଆର୍ମଟା

ଆର୍ମଟା ଋଷର ଟି-୧୪ ଭାରି ଟ୍ୟାଙ୍କ୍ ଏବଂ ଟି-୧୫ ଆର୍ମର୍ଡ ଇନଫ୍ୟାଣ୍ଟ୍ରି ଲଢ଼ୁଆ ବିମାନ ପାଇଁ ଏକ ଆଧାର ଭାବରେ କାମ…

ଭାରତ ସହ ମିଶି ଦୁନିଆର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ ତିଆରି କରିବ ଋଷ

ନୂଆଦିଲ୍ଲୀ: ଭାରତ ସହ ମିଶି ଦୁନିଆର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ୍ ତିଆର କରିବ ଋଷ । ଅତ୍ୟାଧୁନିକ ଟ୍ୟାଙ୍କ୍ ଟି-୧୪ ଆର୍ମଟାର…

ଗୁଇନ୍ଦା ବେଲୁନକୁ ନେଇ ଚୀନ୍କୁ ଚେତାବନୀ ଦେଲା ଆମେରିକା

ୱାଶିଂଟନ୍ : ଚୀନ୍ ଓ ଆମେରିକା ମଧ୍ୟରେ ଜାରି ରହିଛି ମୁହାଁମୁହିଁ ପରିସ୍ଥିତି । ଚୀନ୍ର ଗୁଇନ୍ଦା ବେଲୁନକୁ ନେଇ ଥମୁନି…

ପାକିସ୍ତାନ ରିଲିଫ୍ ସାମଗ୍ରୀ ଫେରାଇ ଦେଲା ତୁର୍କୀ

ଇସଲାମାବାଦ୍: ବିଦେଶୀ ଋଣ ଏବଂ ଅର୍ଥ ଅଭାବ ଦେଇ ଗତି କରୁଥିବା ପାକିସ୍ତାନ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି…