Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
February 2023 - Page 18 of 27 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିକ୍ଷକ, ସମାଜ ଓ କ୍ରାନ୍ତି

-ଅରୁଣ କୁମାର ପଣ୍ଡା- ମୌଳିକ ରୂପରେ ଶିକ୍ଷକ ବିଶ୍ୱର ସବୁଠାରୁ ବିଦ୍ରୋହୀ ବ୍ୟକ୍ତି ହେବା ଉଚିତ, ତାହେଲେ ସେ ପିଢ଼ିଙ୍କୁ ଆଗକୁ…

ଗୋଲାମୁଣ୍ଡା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକୋତ୍ସବ

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରର ଷଷ୍ଠ ତମ ବାର୍ଷିକ ଉତ୍ସବ ସମାରୋହର ମହା ଆଡ଼ମ୍ବରରେ…

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁକ୍ରବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ପହଂଚିବେ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମସ୍ତ…

ପ୍ରାଚୀନଗର, ଭଦ୍ରକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମତମ ବାର୍ଷିକ ଉତ୍ସବ

ଭଦ୍ରକ: ସାମରାଇପୁର, ପ୍ରାଚୀନଗର, ଭଦ୍ରକ ସ୍ଥିତ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମତମ ବାର୍ଷିକ…

ଶିଶୁମନ୍ଦିରରେ ସମ୍ଭାଗସ୍ତରୀୟ କାର୍ଯ୍ୟଶାଳା

ସାଉଥବଲଣ୍ଡା: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ଦିବସୀୟ ସମ୍ଭାଗସ୍ତରୀୟ ସମ୍ପାଦକ, କୋଷାଧ୍ୟକ୍ଷ, ପ୍ରଧାନାଚାର୍ଯ୍ୟ ଓ କାର୍ଯ୍ୟାଳୟ…

ଭାରତ ହିଁ ବିଶ୍ୱର ହୃଦୟ

ଜୟପୁର: ପୁରୀ ଗୋବର୍ଧନ ମଠର ପୀଠାଧୀଶ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଜୟପୁର ଆଗମନ ଏବଂ ପ୍ରବାସ ଅବଶୋରରେ…

ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଆକ୍ରମଣ; ୧୨ ମନ୍ଦିରରେ ପଶି ୧୪ ମୂର୍ତୀ ଭାଙ୍ଗିଲେ ଦୁର୍ବୃତ

ଢାକା : ବାଂଲାଦେଶରେ ପୁଣି ହିନ୍ଦୁ ବିଦ୍ୱେଶୀ ଆକ୍ରମଣ । ମନ୍ଦିର ଭିତରେ ପଶି ଭାଙ୍ଗିଲେ ହିନ୍ଦୁ ଦେବାଦେବୀଙ୍କ ମୂର୍ତି ।…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଡେଲାଙ୍ଗ: ଡେଲାଙ୍ଗ ଷ୍ଟେସନ୍ ବଜାର ଭାରତୀ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱାଦଶତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ…

ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ -ଫେବୃଆରୀ ୧୪କୁ “କାଓ ହଗ୍ ଡେ’ ଭାବରେ ପାଳନ କରନ୍ତୁ

ନୂଆଦିଲ୍ଲୀ : ଏଥର ଫେବ୍ରୁଆରୀ ୧୪କୁ କାଓ ହଗ୍ ଡେ(ଉକ୍ଟଙ୍ଗ ଐଙ୍କଶ ଊବଚ୍ଚ) ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି…

୬୧ଗୋରୁ ଉଦ୍ଧାର, ୭ କୋର୍ଟଚାଲାଣ

କରଞ୍ଜିଅ: ଦୀର୍ଘବର୍ଷ ଧରି ରରୁଆଁ ଅଂଚଳ ରୁ ହଜାର ହଜାର ସଂଖ୍ୟା ରେ ଗୋରୁ ବିଭିନ୍ନ ଚୋରା ରାସ୍ତା ଦେଇ ବିହାର…