Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
January 2023 - Page 9 of 26 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଲୁଚିସ୍ତାନକୁ ଚୀନ ନିକଟରେ ବନ୍ଧା ପକାଇଛି ପାକିସ୍ତାନ

ଇସ୍ଲାମାବାଦ : ଋଣଗ୍ରସ୍ତ ପାକିସ୍ତାନର ସରକାର ଖଣିଜ ସଂପଦରେ ପରିପୂର୍ଣ୍ଣ ବେଲୁଚିସ୍ତାନକୁ ଚୀନ ହାତକୁ ଟେକିଦେଇଛନ୍ତି । ବେଲୁଚ୍ ଜନତା ଉକôଟ…

ପୁଣି ପୁରୁଣା ସଂଗୀତ ଗାଇଲା ପାକିସ୍ତାନ

କରାଚୀ: କାଙ୍ଗାଳ ପାକିସ୍ତାନର କାଶ୍ମୀର ପ୍ରଳାପ । କହିବାର ଅର୍ଥ ହେଉଛି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ନିଜ…

ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ସମରାଭ୍ୟାସ ‘ପ୍ରଳୟ

ନୂଆଦିଲ୍ଲୀ: ଚାଇନା ସହିତ ଏଲଏସିରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ଏକ ପ୍ରମୁଖ ସମରାଭ୍ୟାସ କରିବାକୁ…

ପିଏଫ୍ଆଇ ନେତାଙ୍କ ସଂପତ୍ତି ଜବତ ପ୍ରକ୍ରିୟା ଆରମ୍ଭ

ତିରୁବନ୍ତପୁରମ୍: କେରଳ ହାଇକୋର୍ଟଙ୍କ ଭର୍ତ୍ସନା ପରେ ରାଜସ୍ୱ ବିଭାଗ ନିଷିଦ୍ଧ ସଂଗଠନ ପିଏଫ୍ଆଇର ନେତା ତଥା କାର୍ଯ୍ୟାଳୟର ଅଧିକାରୀଙ୍କ ସମ୍ପତ୍ତି ଜବତ…

ଆମେରିକାର ହିନ୍ଦୁ ମନ୍ଦିରରୁ ଚୋରି

ଟେକ୍ସାସ୍: ଆମେରିକାର ଟେକ୍ସାସ୍ରେ ଏକ ହିନ୍ଦୁ ମନ୍ଦିରରୁ ଚୋରି ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ସେଠାରେ ବସବାସ କରୁଥିବା…

ବ୍ରିଟଶ୍ ପ୍ରଧାନମନ୍ତ୍ରୀଙ୍କ ନାଁର ·ଲାଣ କଟିଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କୁ ଫାଇନ୍ ୟ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଋଷି ସନୁକଙ୍କ ନାଁରେ କଟିଛି ଟ୍ରାଫିକ୍ ·ଲାଣ । କାରରେ ସିଟ୍…

ପାକିସ୍ତାନ ଛଟ ପଟ ହେବାର କାରଣ

ଡ. ସମନ୍ୱୟ ନନ୍ଦଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଜଣେ ପ୍ରଫେସର ଅଛନ୍ତି । ତାଙ୍କର ନାମ ପ୍ରଫେସର ଏମ.ଏ.…

ବିଚରା ପାକିସ୍ତାନ

ସମୟ ଚକ୍ରରେ ସବୁକିଛି ପରିବର୍ତନ । ଋତୁ ପରେ ଋତୁ ପରିବର୍ତନ । ସବୁବେଳେ ଗରମ ନଥାଏ,ତାପରେ ମଧ୍ୟ ଥଣ୍ଡା ଆସେ…

ଯୋରନ୍ଦା ମାଘମେଳା ପାଇଁ ବାଟ ଫିଟିଲା

ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମାଗାଦୀ ତୃତୀୟ ବେଢା ଉଚ୍ଛେଦ ପରେ ଉଭୟ…

ସୁପ୍ରିମକୋର୍ଟରୁ ଗୁଗଲକୁ ବଡ଼ ଝଟକା

ନୂଆଦିଲ୍ଲୀ : ଭାରତୀୟ ପ୍ରତିଦ୍ୱ-ିତା ଆୟୋଗ (ଉଉଓ) ଏବଂ ଗୁଗଲ ମଧ୍ୟରେ ଜାରି ଆଇନଗତ ଲଢେଇରେ ଆମେରିକୀୟ କମ୍ପାନିକୁ ବଡ଼ ଝଟକା…