Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
December 2022 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣିଥରେ ଗର୍ଜିଲେ ଅଙ୍ଗନୱାଡ଼ି କର୍ମୀ

ଛତ୍ରପୁର: ୮ ଦଫା ଦାବି ନେଇ ପୁଣିଥରେ ଗଞ୍ଜାମରେ ଗର୍ଜିଲେ ହଜାର ହଜାର ଅଙ୍ଗନୱାଡ଼ି କର୍ମୀ । ଗଞ୍ଜାମ ଜିଲ୍ଲାର ସମସ୍ତ…

୮ ଦଫା ଦାବିରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ

ଭଦ୍ରକ: ଅଙ୍ଗନୱାଡି କର୍ମୀମାନେ ସେମାନଙ୍କର ବିଭିନ୍ନ ମୌଳିକ ଦାବୀ ନେଇ ଦୀର୍ଘ ୧ ମାସରୁ ଉଦ୍ଧ୍ୱର୍ ରାଜଧାନୀରେ ଆନେ୍ଦାଳନ ଜାରି ରଖିଥିବା…

୨ ଟି ଗୋରୁ ବୋଝେଇ କଣ୍ଟେନର ମୋଟୁଠାରେ ଅଟକ

ମାଲକାନଗିରି: ଅବିଭକ୍ତ କୋରାପୁଟ ଜିଲ୍ଳାରୁ ପ୍ରତିଦାନ ବିଭିନ୍ନ ପାର୍ସଲ ଗାଡି କେଂଟନର ରେ ୩ ୨ ୬ ଜାତୀୟ ରାଜପଥ ଦେଇ…

ସୁଖୋଇ ବିମାନରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସୁଖୋଇ ଯୁଦ୍ଧ ବିମାନ ଏସ୍ୟୁ୩୦ଏମକେଆଇରୁ ଆଜି ଭାରତୀୟ ବାୟୁସେନା ବେଶ ସଫଳତାର ସହ ବ୍ରହ୍ମୋସ ମିସାଇଲ୍?ର ବର୍ଦ୍ଧିତ ଲକ୍ଷ୍ୟଭେଦ କ୍ଷମତାର…

ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ହତ୍ୟା

ନୂଆଦିଲ୍ଳୀ : ପାକିସ୍ତାନରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା । ସିନ୍ଜୋରେ ସହରରେ ଜଣେ ହିନ୍ଦୁ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ…

୧୧୩ ଥର ନିୟମ ଉଲ୍ଲଘଂନ କରିଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଳୀ : ରାହୁଲ ଗାନ୍ଧୀ ୧୧୩ ଥର ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ଭାରତ ଯୋଡ଼ୋ…

ପିଏଫଆଇ ଉପରେ ଏନ୍ଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଳୀ : ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଗୁରୁବାର କେରଳରେ ପିଏଫଆଇ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଯାଞ୍ଚ ଏଜେନ୍ସୀ…

ଡେଲାଙ୍ଗ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ଡେଲାଙ୍ଗ: ସରସ୍ୱତୀ ଶିଶୁ ମନ୍ଦିର, ମାଣଚିନା ପରିସରରେ ଶିଶୁ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦସଭ୍ୟ…

ବଡ଼ଝାଡ଼ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ବଡ଼ଝାଡ଼ ପଞ୍ଚାୟତର ପ୍ରଜ୍ଞା ବିହାର ଠାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟାଦଶତମ ବାର୍ଷିକ…

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ

କଟକ: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନ୍ୟାୟ…