Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସରକାରୀ ବୃତ୍ତି ପରୀକ୍ଷାରେ ରାଜବୋଡାସମ୍ୱର ବ୍ଲକର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସରକାରୀ ବୃତ୍ତି ପରୀକ୍ଷାରେ ରାଜବୋଡାସମ୍ୱର ବ୍ଲକର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା

ପଦ୍ମପୁର : ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ହୋଇଥିବା ସରକାରୀ ବୃତ୍ତି ପରୀକ୍ଷାରେ ବରଗଡ଼ ଜିଲ୍ଲା ରାଜବୋଡାସମ୍ୱର ବ୍ଲକର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଛାତ୍ର ଶ୍ରୀମାନ ଶୋଭିତ ସାହୁ ପଞ୍ଚମ ଶ୍ରେଣୀରେ ପ୍ରଥମ ସ୍ଥାନ ଏବଂ ଶ୍ରୀମାନ ସ୍ୱାଗତ ସାହୁ ତୃତୀୟ ଶ୍ରେଣୀରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଯୋଗ୍ୟ ବିବେଚିତ ହୋଇଛନ୍ତି । ଦୁଇ ଭାଇ ପଦ୍ମପୁର ନିକଟସ୍ଥ ବୁଡେନ୍ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନାଦି ସାହୁଙ୍କର ନାତି ଅଟନ୍ତି । ଦୁଇ ଭାଇ ତାଙ୍କର ଏହି ସଫଳତା ପାଇଁ ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଗୁରୁମା ଓ ପରିବାର ବର୍ଗଙ୍କୁ ସମସ୍ତ କୃତିତ୍ୱର ଶ୍ରେୟ ଦେଇଛନ୍ତି ।

Leave a Reply