Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁ ଜାଗରଣ ମଂଚ ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁ ଜାଗରଣ ମଂଚ ବୈଠକ


ବନ୍ତ : ବନ୍ତ ବ୍ଲକ ସ୍ଥିତ ପଦନପଡା ପଂଚାୟତର ନିମପଲ୍ଲି ଗ୍ରାମରେ ଅଖିଳ ଭାରତୀୟ ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା କାର୍ଯ୍ୟକର୍ତା ପ୍ରେମାନନ୍ଦ ବେହେରା, ମନୋରଞ୍ଜନ ନାୟକ, ଖଣ୍ଡ ସଂଯୋଜକ ମଳୟ ରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ । ପ୍ରେମାନନ୍ଦ ବେହେରା ସଭାପତିତ୍ୱ କରିଥିଲେ । ଖଣ୍ଡ କର୍ମୀ ଶିଶିର ଯେନା, ଦାମୋଦର ଯେନା, ଅଶ୍ରୁମୋଚନ ପଣ୍ଡା, ସୁରେନ୍ଦ୍ର ଯେନା ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୁ ଏକତା ରହିଲେ ଦେଶ ରହିବ ବୋଲି ଉପସ୍ଥିତ କର୍ମକର୍ତ୍ତା କହିଥିଲେ ।

Leave a Reply