ସରସ୍ୱତୀ ଶିଶୁ ମନ୍ଦିର ତରଫରୁ ଜଳ ଛତ୍ର

ନିଶ୍ଚିନ୍ତକୋଇଲି – ନିଶ୍ଚିନ୍ତକୋଇଲି ବ୍ଲକ କେଂଟାଳୋ ଗ୍ରାମପଂଚାୟତ ମଲ୍ଲୀପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ତରଫରୁ ଜଳଛତ୍ରକେନ୍ଦ୍ର ଖୋଲାଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପରିବେଶବିତ ନିରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶିଷ୍ଟ ପ୍ରବଚକ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା, ହରେକୃଷ୍ଣ ପ୍ରଧାନ, ଶ୍ରୀଧର ସାହୁ,ଜୟପ୍ରକାଶ ସାହୁ,ମହାପୁରୁଷ ଅଚୁ୍ୟତାନନ୍ଦ ସଂସ୍କୃତ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ଦାସ, ମନୋଜ କୁମାର ବେହେରା ପ୍ରକୃତିବନ୍ଧୁ ରବିନ୍ଦ୍ର କୁମାର ପଣ୍ଡା,କାନୁନଗୋଚନ୍ଦ୍ର ଶେଖର ଦାସ, ଭାଗ୍ୟଧର ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଏହି ଜଳଛତ୍ର କେନ୍ଦ୍ରରେ ଉପସ୍ଥିତ ରହି ତୁଷାର୍ତ ପଥଚାରୀମାନଙ୍କୁ ଦହି,କାଗାଜିଲେମ୍ବୁ ମିଶ୍ରିତ ଥଣ୍ଡା ପାନୀୟ ବଂଟନ କରୁଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *