Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶୋଇବାର ୨ ଘଣ୍ଟା ପୂର୍ବରୁ କରନ୍ତୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶୋଇବାର ୨ ଘଣ୍ଟା ପୂର୍ବରୁ କରନ୍ତୁ

ଭୋଜନ ଶୋଇବା ଏବଂ ଭୋଜନ ସମୟ ମଧ୍ୟରେ କିଛି ପାର୍ଥକ୍ୟ ରହିବାର ଆବଶ୍ୟକ । ସେନେଇ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି । ଏଥିରେ ଅନିୟମିତତା ହେଲେ ବ୍ରେଷ୍ଟ ଓ ପ୍ରୋଷ୍ଟେଟ୍ କ୍ୟାନସର ହେବାର ଆଶଙ୍କା ରହିଥାଏ । ପ୍ରାତଃଭୋଜନ, ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ଗ୍ରହଣ ସମୟରେ ନିୟନ୍ତ୍ରଣ ଅଣାଗଲେ ଅନେକ ରୋଗରୁ ମିଳିଥାଏ ମୁକ୍ତି । ତେବେ ମଧ୍ୟାହ୍ନ ଓ ରାତି୍ର ଭୋଜନ ପରେ ସ୍ନାକ୍ସ ଖାଇବାକୁ ଆୟୁର୍ବେଦରେ ବାରଣ କରାଯାଇଛି । ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଶୋଇଲେ ଖାଦ୍ୟ ଅଧା ହଜମ ଅବସ୍ଥାକୁ ଆସିଯାଇଥାଏ । ଏହାପରେ ଶୋଇଲେ ସ୍ୱାସ୍ଥ୍ୟ ପାଇଁ ଭଲ । ଏପରି କଲେ ମେଦବହୁଳତା ମିଳିଥାଏ ମୁକ୍ତି । ସେହିପରି ରକ୍ତଶର୍କରା ଓ କାଲେଷ୍ଟ୍ରଲ ସ୍ତର ମଧ୍ୟ ସ୍ୱାଭାବିକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।

Leave a Reply