Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଗବାନ ଶ୍ରୀରାମ କାଳ୍ପନିକ ନୁହଁନ୍ତି,ବାସ୍ତବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଗବାନ ଶ୍ରୀରାମ କାଳ୍ପନିକ ନୁହଁନ୍ତି,ବାସ୍ତବ

ବାରିପଦା: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆନନ୍ଦ ଉଲ୍ଲାସ ମ୍ମରେ ଚଳିତ ବର୍ଷ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ଏହି ଅବସରରେ ଆଲୋଚନା ଚକ୍ର ଓ ବେଶ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭକ୍ତି ଜ୍ଞାନ ସଂଚାର ସମିତିର ପ୍ରତିଷ୍ଠାତା ଲକ୍ଷ୍ମୀଧର ପୋଥାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀରାମ ନବମୀ କାହିଁକି ପାଳନ କରାଯାଏ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଜିତ୍ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ଅ୍ମକ୍ଷତାର କରିବା ସହ ଭଗବାନ ଶ୍ରୀରାମ କାଳ୍ପନିକ ନୁହଁନ୍ତି, ବାସ୍ତବ ବୋଲି ବ୍ୟକ୍ତ କରିଥିଲେ । ଅନେକେ ରାମାୟଣ ଓ ମହାଭାରତକୁ ମ୍ମ କଳ୍ପନା ବୋଲି କହିବା ସହ ବିଭିନ୍ନ ସଭା ସମିତିରେ ବକ୍ତବ୍ୟ ପ୍ରଦାନ କରୁଥିବାରୁ ଦୃଶ୍ୟ ଦେଖିବାକୁ ମିଳୁଛି, ଏହା ଦୁଃଖ ଦାୟକ ବୋଲି ସେ କହିଥିଲେ । ଏହାପରେ ପିଲାଙ୍କ ମଧ୍ୟରେ ବେଶ ପୋଷାକର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Leave a Reply