Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ‘ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ’(ପିଏଏଫଏଫ) ଆତଙ୍କବାଦୀ ସଙ୍ଗଠନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ‘ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ’(ପିଏଏଫଏଫ) ଆତଙ୍କବାଦୀ ସଙ୍ଗଠନ

ନୂଆଦିଲ୍ଲୀ :  କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ୬: ଜାରି କରାଯାଇଥିବା ନୋଟିଫିକେଶନରେ   ଜମ୍ମୁ-କଶ୍ମୀର ଓ ଅନ୍ୟ ସ୍ଥାନରେ ଆତଙ୍କବାଦୀ ଗତିବିଧି ସହ ସଂସ୍ଲିଷ୍ଟ ଥିବା  ପିଏଏଫଏଫକୁ ଆତଙ୍କବାଦୀ ସଙ୍ଗଠନ ବୋଲି ଘୋଷଣା କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ‘ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ’(ପିଏଏଫଏଫ)କୁ ଆତଙ୍କବାଦୀ ସଙ୍ଗଠନ ବୋଲି ଘୋଷଣା କରିଛନ୍ତି । ଏହି ଅଧିସୂଚନାରେ କୁହାଯାଇଛି କି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲସ୍କର-ଏ-ତୋଏବା ସହ ଜଡିତ ଅରବାଜ ଅହମ୍ମଦ ମିରଙ୍କୁ ଆତଙ୍କବାଦ ନିରୋଧକ ଆଇନ ବେଆଇନ ଗତିବିଧି ଅଧିନିୟମ, ୧୯୬୭ ଆଧାରରେ ଆତଙ୍କବାଦୀ ବୋଲି ଘୋଷଣା କରାଗଲା । ଅରବାଜ ଅହମ୍ମଦ ମିର ମୂଳତଃ ଜମ୍ମୁ-କଶ୍ମୀର ବାସିନ୍ଦା, ହେଲେ ଏବେ ସେ ପାକିସ୍ତାନରେ ଲୁଚି ରହିଛନ୍ତି ।

Leave a Reply