Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଟିସିଆଇ ଛକରେ ରାମ ମହୋତ୍ସବ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଟିସିଆଇ ଛକରେ ରାମ ମହୋତ୍ସବ ପାଳନ


ବେଦବ୍ୟାସ : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସ ଅବସରରେ ରାଉରକେଲା ର ବେଦବ୍ୟାସ ଅଞ୍ଚଳର ଟିସିଆଇ ଛକଠାରେ ଥିବା ଶ୍ରୀ ସାଇ ରେସିଡେନ୍ସି ନାମକ ଏକ ଆପାର୍ଟମେଣ୍ଟରେ ରହୁଥିବା ପାରିାର ସଦସ୍ୟଙ୍କ ଦ୍ୱାରା ଆପାର୍ଟମେଣ୍ଟ ପରିଷରରେ ଥିବା ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ବିଶେଷ ପୂଜାର୍ଚନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସାକାଳୁ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ହୋମ ଯଜ୍ଞ ଆଦି ଆୟୋଜନ କରିଥିବାବେଳେ ସନ୍ଧ୍ର‌୍ୟାରେ ଭଜନ କାର୍ଯ୍ୟକ୍ରମ କରିବା ସହ ଆଖପାଖର ଭକ୍ତ ମାନଙ୍କୁ ପ୍ରସାଦ ମଧ୍ୟ ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ସଞ୍ଜୟ ବର୍ଣ୍ଣୱର୍ାଲ,କିରଣ ବର୍ଣ୍ଣୱାଲ,ଶ୍ରୀୟା ମାହାନ୍ତି,ମନୋଜ ମହାନ୍ତି,ଅଜିତ ସିଂ,ସଦାନନ୍ଦ ରଥ,ରାଜେଶ କାବ୍ରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ହୋଇଥିଲା ।

Leave a Reply