Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୟ ବଜରଙ୍ଗବାଲି ମନ୍ଦିରରେ ହନୁମାନ ଚାଳିଶା ନାମଯଜ୍ଞ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୟ ବଜରଙ୍ଗବାଲି ମନ୍ଦିରରେ ହନୁମାନ ଚାଳିଶା ନାମଯଜ୍ଞ

ଭୁବନେଶ୍ୱର ; ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଟାଅବସରରେ ନୀଳାଦ୍ରି ବିହାର ସେକ୍ଟର ତିନି ଛକ ସ୍ଥିତ ଜୟ ବଜରଙ୍ଗବାଲି ମନ୍ଦିରରେ ହନୁମାନ ଚାଳିଶା ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାତଃ କାଳରୁ ଯଥାବିଧି ରୀତିନୀତି ଅନୁସାରେ ପୂଜା ଆରମ୍ଭ ହୋଇ ହନୁମାନ ଚାଳିଶା, ରାମନାମ ସଂକୀର୍ତ୍ତନ, ଯଜ୍ଞ ଓ ପୂର୍ଣ୍ଣାହୁତି କରାଯାଇଥିଲା । ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବନେତା ମନୋଜ କୁମାର ସାହୁ ଓ ସ୍ଥାନୀୟ ଅଂଚଳର ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗଦାନ କରି ପ୍ରଭୁଙ୍କ କୃପା ଲାଭ କରିଥିଲେ ।

Leave a Reply