ଧାରୁଆଡିହି : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଞ୍ଚଳରେ ଥିବା ଧାରୁଆଡିହିଡି ଥାନା ଅନ୍ତର୍ଗତ ଘଣ୍ଟିବୁଡ ଗ୍ରାମକୁ ଖ୍ରୀଷ୍ଟିଆନ ଧର୍ମ ପ୍ରଚାର ପାଇଁ ହୁସେବ ହାଁସଦା ନାମକ ଜଣେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାର ଆସିଥିବାବେଳେ ଏହାକୁ ନେଇ ଗ୍ରାମରେ ଉଜ୍ଜେଜନା ସୃଷ୍ଟି ହୋଇଥିଲା ।