Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ୪ଟି ମନ୍ଦିରରୁ ଗତକାଲି ରାତିରେ ସିରିଜ ଲୁଟ୍ ହୋଇଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ୪ଟି ମନ୍ଦିରରୁ ଗତକାଲି ରାତିରେ ସିରିଜ ଲୁଟ୍ ହୋଇଛି

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ୪ଟି ମନ୍ଦିରରୁ ଗତକାଲି ରାତିରେ ସିରିଜ ଲୁଟ୍ ହୋଇଛି । ମନ୍ଦିର ଗେଟ ତାଲା ଭାଗିଂ ଲୁଟି ନେଲେ ଲୁଟେରା । ଟାଙ୍ଗୀ ନିକଟସ୍ଥ ମଙ୍ଗଳା ଯୋଡି ପଂଚାୟତ ଭଜାଗଡ ଗାଁର ୪ଟି ମନ୍ଦିର ଯଥା ମା’ ବୁଢିତାରା ଦେବୀ ମନ୍ଦିର, ରାଧାକ୍ରୁଷ୍ଣ ମନ୍ଦିର, ମା’ ଦୁଲଣା ଦେବୀ ମନ୍ଦିର ଓ ଓଁ ଶ୍ରୀ ରଘୁନାଥ ଦେବ ମନ୍ଦିରରୁ ସିରଜ୍ ଚୋରି ହୋଇଛି । ଚୋର ଚୋରମାନେ ମନ୍ଦିରର ତାଲା ଭାଙ୍ଗିବା ପରେ ଦାନ ହୁଣ୍ଡିରୁ ସମସ୍ତ ଟଙ୍କା, ରୂପା କିରଟୀ, ସୁନା ଗହଣା ଆଦି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Leave a Reply