Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାମାକ୍ଷାନଗରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଓ ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାମାକ୍ଷାନଗରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଓ ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ମଧ୍ୟରେ ଥିବା ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ନବବର୍ଷ ସ୍ୱାଗତ ଶୁଭେଛା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପରିପେଖି ରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗୌରଚନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ବିଦ୍ୟା ମନ୍ଦିର ର ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଓ ଗୁରୁମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଓ ପୂର୍ବାହ୍ନ ରେ କାମାକ୍ଷାନଗର ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ପକ୍ଷରୁ ମୁଖ୍ୟ ଆୟୋଜକ ସରୋଜ କାନ୍ତ ବେହେରା ଙ୍କ ନେତୃତ୍ୱ ରେ ଖଣ୍ଡ କାର୍ଯ୍ୟ ବହ ସେବକ ଅଜୟ ଶତପଥୀ , ଅମିୟ ରଞ୍ଜନ ସାହୁ ,ରବି ଦାସ ଓ ସମାଜ ସେବୀ ସଞ୍ଜୟ କୁମାର ରାଉତ ପ୍ରମୁଖ ସହର ପରିକ୍ରମା କରି କାମାକ୍ଷାନଗର ବାସୀଙ୍କୁ ରାଷ୍ଟ୍ରୀୟ ନବବର୍ଷ ର ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Leave a Reply