Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଦ୍ୟାନ ଚାଳିତ ଉଡ଼ନ୍ତା ବୋଟ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଦ୍ୟାନ ଚାଳିତ ଉଡ଼ନ୍ତା ବୋଟ୍

ବିଶ୍ୱର ପ୍ରଥମ ଉଦ୍ୟାନ ଚାଳିତ ଉଡ଼ନ୍ତା ବୋଟ୍ ଜଳ ପୃଷ୍ଠର ୩ଫୁଟ୍ ଉପରେ ଉଡ଼ାଣ କରିବ । ଆସନ୍ତା ବର୍ଷ ଦୁବାଇରେ ଏହାର ନିର୍ମାଣ ହେବ ବୋଲି ଅଧିକାରୀମାନେ ଘୋଷଣା କରିଛନ୍ତି । ଭୂତାଣୁ ନାଁ ଶୁଣିବା ମାତ୍ରେ ଆମ ମନରେ ରୋଗ କଥା ହିଁ ଆସେ । ଅଦୃଶ୍ୟ ହୋଇଥିଲେ ବି ତାହା ବିଭିନ୍ନ ରୋଗର କାରଣ ହୋଇଥାଏ । ସାଧାରଣତଃ ଭୂତାଣୁଜନିତ ରୋଗକୁ ରୋକିବା ପାଇଁ ଟିକା ପ୍ରସ୍ତୁତ କରାଯାଇଥାଏ । ଆଜି ପର୍ଯ୍ୟନ୍ତ ବି ଅନେକ ଭୂତାଣୁଜନିତ ରୋଗ ପାଇଁ ଔଷଧ କିମ୍ବା ଟିକା ଆସିପାରିନାହିଁ । ଏ ଦିଗରେ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଥିବାବେଳେ ଏକ ଅଜବ ଧରଣ ସୂକ୍ଷ୍ମ ଜୀବ ଆବିଷ୍କାର କରାଯାଇଛି । ପୋଖରୀରୁ ବିଶେଷଜ୍ଞମାନେ ଏପରି ଏକ ସୂକ୍ଷ୍ମଜୀବ ଖୋଜି ପାଇଛନ୍ତି ଯାହା ଭୂତାଣୁକୁ ଖାଇଥାଏ । ଏହା ହେଲ୍େଟରିଆ ପ୍ରଜାତିର ଏବଂ ତାହାକୁ ସିଲିଏଟ୍ କୁହାଯାଉଛି । ସିଲିଏଟ ଜୀବନ ଧାରଣ ପାଇଁ ବହୁମାତ୍ରାରେ କ୍ଲୋରୋଭାଇରସ୍ ଖାଇଥାଏ ବୋଲି ବୈଜ୍ଞାନିକମାନେ ଜାଣିବାକୁ ବୋଟ୍ର ନାଁ ଦିଆଯାଇଛି ‘ଦ ଜେଟ୍’ । ଏହି ଉଡ଼ନ୍ତା ବୋଟ୍ ଦୁଇଟି ଉଦ୍ୟାନ ଇନ୍ଧନ କୋଷଦ୍ୱାରା ପରିଚାଳିତ ହେବ, ଯାହା କୌଣସି ଗ୍ୟାସ୍ ନିର୍ଗମନ କରିବ ନାହିଁ । ପାଣିର ଢେଉ ଉପରେ ଆରାମରେ ଗତି କରିବ । ଏହାର ସ୍ୱତନ୍ତ୍ର ପ୍ଲେଟ୍ରେ ଉଦ୍ୟାନ ଓ ଅମ୍ଳଜାନ ମିଶ୍ରଣ ଦ୍ୱାରା ଉଦ୍ୟାନ ଇନ୍ଧନ କୋଷ ବିଦୁ୍ୟତ୍ ଉତ୍ପନ୍ନ କରେ, ଯାହା ଅପେକ୍ଷାକୃତ ବଡ଼ ଇନ୍ଦନ କୋଷ ‘ଷ୍ଟାକ୍’ ସୃଷ୍ଟି ପାଇଁ ମିଶିଥାଆନ୍ତି । ଏହି ଜେଟ୍ ‘ହାଇଡ୍ରୋଫଏଲ୍ସ’ ମଧ୍ୟ ବ୍ୟବହାର କରେ । ଜେଟ୍ର ଲମ୍ବ ୩୨ ଫୁଟ ଓ ଓଜନ ୬ ଟନ୍ ହେବ । ପାଇଲଟ୍ ଓ ୧୨ ଯାତ୍ରୀଙ୍କୁ ନେବାରେ ଏହା ସକ୍ଷମ । ପାଣି ଉପରେ ଏହାର ବେଗ ପ୍ରତି ଘଣ୍ଟାରେ ୪୬ ମାଇଲ୍ ହେବ । ଯାନ ନିର୍ମାଣ ପାଇଁ ଜେଟ୍ର ଡିଜାଇନ୍ର ସ୍ୱିଜରଲ୍ୟାଣ୍ଡ୍ସ୍ଥିତ ଷ୍ଟାର୍ଟ-ଅପ୍ ‘ଦ ଜେଟ୍ ଜିରୋଏମିସନ୍’ ୟୁଏଇର ଜେନିଥ ମେରାଇନ୍ ସର୍ଭିସେସ୍ ସହିତ ଚୁକ୍ତି କରିଛି । ଆସନ୍ତା ବର୍ଷ ନଭେମ୍ବରକୁ ଏହାର ପ୍ରଥମ ପରୀକ୍ଷଣ ହେବ ।

Leave a Reply