Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆନନ୍ଦପୁର ସରସ୍ୱତୀ ଶିଶୁ ମନ୍ଦିରରେ ପବିତ୍ର ନେତାଜୀ ଜୟନ୍ତୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆନନ୍ଦପୁର ସରସ୍ୱତୀ ଶିଶୁ ମନ୍ଦିରରେ ପବିତ୍ର ନେତାଜୀ ଜୟନ୍ତୀ

ଆନନ୍ଦପୁର : ଆନନ୍ଦପୁର ସରସ୍ୱତୀ ଶିଶୁ ମନ୍ଦିର ସଭାଗୃହେର ୨୩ତାରିଖ ସୋମବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ହେରକୃଷ୍ଣ ପତିଙ୍କ ଅଧ୍ୟକ୍ଷତୋର ଅନୁଷ୍ଠିତ କାର୍ଯ୍ୟକ୍ରମେର ପରିଚାଳନା ସମିତିର ସଭାପତି ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ସମ୍ପାଦିକା ମାନନୀୟା ଉଷାରାଣୀ ଜେନା, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ଅତିଥି ଭୋବ ସାମ୍ବାଦିକ ହେରକୃଷ୍ଣ ପାତ୍ର ଓ ନିମର୍ଳ ଚନ୍ଦ୍ର ରାଉଳ ଯୋଗ ଦେଇଥେôଲ । ପ୍ରଧାନ ଆଚାର୍ଯ୍ୟ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥେôଲ । ଏହି ଅବସରେର ଅତିଥି ଭୋବ ଯୋଗ ଦେଇଥିବା ସାମ୍ବାଦିକ ହେରକୃଷ୍ଣ ପାତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପେର ଅୋଲାକପାତ କରିବା ସହ ତାଙ୍କ ଆଦଶର୍ରେ ଅନୁପ୍ରାଣିତ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥେôଲ । ବିଦ୍ୟାଳୟ କମିଟି ପକ୍ଷରୁ ଦୁଇ ସାମ୍ବାଦିକଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା । ୨୦୨୧-୨୨ ଶିକ୍ଷାବଷର୍ରେ ମୁନିସିପାଲିଟି ସ୍ତରେର ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତେିର ପ୍ରଥମ ସ୍ଥାନ ଅଧିକାର କରିଥିବା ଦେବରାଜ ପାତ୍ର ଓ ଚତୁର୍ଥ ସ୍ଥାନ ଅଧିକାରୀ କରିଥିବା ଏସ ସ୍ୱାଗତ ପାତ୍ର, ଷଷ୍ଠ ଶ୍ରେଣୀ ପଠାଣି ସାମନ୍ତ ଗଣିତ ପ୍ରତିଭା ପରୀକ୍ଷୋର ଚତୁର୍ଥ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ ତରଫରୁ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ଆଚାର୍ଯ୍ୟ ପଙ୍କଜ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା େବେଳ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ସହେଯାଗ କରିଥେôଲ । ଶେଷେର ଗୁରୁମା ସୌଦାମିନୀ ଦାଶ ଧନ୍ୟବାଦ ଅପର୍ଣ କରିଥେôଲ ।

Leave a Reply