Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାଚକ ପାଚିକା ମହାସଂଘର ବିକ୍ଷୋଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଚକ ପାଚିକା ମହାସଂଘର ବିକ୍ଷୋଭ

ଭୁବନେଶ୍ୱର: ୭ ଦଫା ଦାବି ନେଇ ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ୱରେ ସୋମବାର ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାର ମାସିକ ୨୦୦୦ ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ ମାସକୁ ୧୪୦୦ ଟଙ୍କା ଦେଉଛନ୍ତି ଏବଂ ବକେୟା ୬୦୦ ଟଙ୍କା ଅଦ୍ୟାବଧି ଦେଇନାହାଁନ୍ତି । ମାସିକ ୮,୨୫୦ ଟଙ୍କା ଦରମା ଲାଗୁ କରାଯାଉ , ୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ଆଦି ଦାବି ରହିଛ

Leave a Reply