ନୂତନ ଶିକ୍ଷା ନିତି ଦ୍ୱାରା ଛାତ୍ର ଛାତ୍ରୀଙ୍କ ଶିକ୍ଷାର ବିକାଶ ହେବା ସହ କୁଶଳି ଶିକ୍ଷା ଲାଭ କରିପାରୁଛନ୍ତି

ବୌଦ୍ଧ : କେନ୍ଦ୍ର ସରକାର ୨୦୨୦ ମସିହାରେ ନୂତନ ଜାତୀୟ ଶିକ୍ଷା ନିତି କାର୍ଯ୍ୟକାରୀ କରିଥେôଲ । ନୁତନ ଶିକ୍ଷା ନୀତିକୁ ୩ ବର୍ଷ ପୁର୍ତ୍ତି ହୋଇସାରିଥିବା େବେଳ ଏହାର ସଫଳତା ନେଇ ଖବରଦାତା ସମ୍ମିଳନୀରେ ସୁଚନା ଦିଆଯାଇଥିଲା । େଏନଇ ଶୁକ୍ରବାର ଦିନ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟଠୋର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳଙ୍କ ଅଧ୍ୟକ୍ଷତୋର ଏକ ଖବରଦାତା ସମ୍ମଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନେୀର ନୂତନ ଜାତୀୟ ଶିକ୍ଷା ନୀତି ଦ୍ୱାରା ଛାତ୍ର ଛାତ୍ରୀଙ୍କ ଶିକ୍ଷାର ବିକାଶ ହେବା ସହ କୁଶଳି ଶିକ୍ଷା ଭାଭ କରିପାରିବ । ପୂବର୍ରୁ ଚାଲି ଆସୁଥିବା ପାରମ୍ପରିକ ଶିକ୍ଷା ନିତେିର ଏକ ନିର୍ଦ୍ଦିଷ୍ଟ ବୟସେର ଶିଶୁମାନଙ୍କ ଶିକ୍ଷାଗ୍ରହଣ ବ୍ୟବସ୍ଥା ରହିଥିବୋବେଳ ନୂତନ ଶିକ୍ଷା ନିତି ଅନୁଯାୟୀ ଶିଶୁମାନଙ୍କ ଶିକ୍ଷା ଗ୍ରହଣ କରିବାର ବୟସକୁ ଭାଗ ଭାଗ କରାଯାଇ ବିଷୟ ଭିତିକ ପାଠ୍ୟକ୍ରମକୁ ଯିବା ପୂବର୍ରୁ ସେମାନଙ୍କ ଦକ୍ଷତା ବୃଦ୍ଧି ଉପେର ଗୁରୁତ୍ୱୋରାପ କରାଯାଇଛି । ବିଜ୍ଞାନର ଅଗ୍ରଗତି ସହିତ ଆଧୁନିକ ସମାଜେର ଶିଶୁାମାନେ ବିଦ୍ୟାଳୟ ଶିକ୍ଷା ଗ୍ରହଣ ପୂବର୍ରୁ ମୋବାଇଲ,ଇଣ୍ଟରେନଟ ଆଦିର ବ୍ୟବହାରେର ପାରଦଶିର୍ତା ଲାଭ କରିଯାଉଥିବାରୁ ଏହା େଅନକାଂଶେର ଶିଶୁମାନଙ୍କୁ ଅବାଟେର ନେଇଯାଉଥିବା ଦେଖାଯାଇଛି । ତେଣୁ ଶିଶୁମାନଙ୍କ ଭବିଷ୍ୟତ ଗଠନ ପାଇଁ ୩ବର୍ଷ ବୟସରୁ ବିଦ୍ୟାଳୟ ଶିକ୍ଷା ସହିତ ସଂଯୁକ୍ତ କରାଯାଇ ବିଭିନ୍ନ ପ୍ରଣାଳେୀର ସେମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । ଫଳେର ଜେଣ ଶିଶୁ ସଠିକ୍ ବୟସେର ବିଷୟ ଭିତିକ ଶିକ୍ଷା ଗ୍ରହଣ ପାଇଁ ଦକ୍ଷ ହେବୋର ସହାୟକ ହୋଇପାରୁଥିବା ଖବରଦାତା ସମ୍ମିଳନୀରେ ଅଧକ୍ଷ୍ୟା ସୁଚନା ଦେଇଥେôଲା । ଏହାବ୍ୟତୀତ ଶିଶୁମାନଙ୍କ ଶାରିରୀକ ବିକାଶ ପାଇଁ ଖେଳିବାେ,ଖଳ ମାଧ୍ୟମେର ଶିକ୍ଷାଦାନ, ବିଭିନ୍ନ ବିଷୟ ଭିତିକ ଶିକ୍ଷା ପ୍ରତି ଆଗ୍ରହ ଜନ୍ମାଇବା, ବିଜ୍ଞାନ ଗଣିତ ଭଳି ବିଷୟ ପ୍ରତି ବିଭିନ୍ନ ଶିକ୍ଷା ସମାଗ୍ରୀ ଜରିଅୋର ଶିଶୁମାନଙ୍କ ମାନସିକ ଭାବେର ଦୃଢ କରିବା ଆଦି ନୂତନ ଶିକ୍ଷା ନିତି ଯୋଗୁଁ ସଫଳ ହୋଇପାରିଛି ବୋଲି ସୂଚନା ଦିଆଯାଇଥିଲା । ରାଜ୍ୟର ୧୯ ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟେର ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟେର ୩ ବଷର୍ର ଶିଶୁମାନଙ୍କ ପାଇଁ ବାଳବାଟିକା ଶ୍ରେଣୀ ଖୋଲିପାରିଥିବା ନେଇ ଅଧ୍ୟକ୍ଷା ଶ୍ରମତୀ ବିଶ୍ୱାଳ ସୂଚନା ପ୍ରଦାନ କରିଥେôଲ । ଆସନ୍ତା ଅଗଷ୍ଟ ମାସରୁ ବାଳବାଟିକା ଶିକ୍ଷାଦାନ ଆରମ୍ଭ ହେବ ବୋଲି ମଧ୍ୟ ସୁଚନା ଦେଇଥେôଲ । ଏହି ଖବରାଦାତା ସମ୍ମିଳନୀରେ ବୌଦ୍ଧ ଜବାହାର ନେବାଦୟ କେନ୍ଦ୍ରୀୟ ବିଦ୍ୟାଳୟର ଭାଇସ ପ୍ରିନସପାଲ ସେୁରଶ ସାହୁ ଓ କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ରେଣୁ ସିଂ ଉପସ୍ଥିତ ଥେôଲ ।

Leave a Reply

Your email address will not be published. Required fields are marked *