Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅନୁପ୍ରେବଶକାରୀଙ୍କୁ ଧରିଲା ବିଏସ୍ଏଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅନୁପ୍ରେବଶକାରୀଙ୍କୁ ଧରିଲା ବିଏସ୍ଏଫ


ଚଣ୍ଡିଗଡ :୯ ଓ ୧୦ ମାର୍ଚ୍ଚ ବିଳମ୍ୱିତ ରାତିରେ ସୀମା ପାର କରି ଫିରୋଜପୁର ସେକ୍ଟର ସ୍ଥିତ ସୀମା ଚୌକ ଅଂଚଳ ଦେଇ ଜଣେ ଅନୁପ୍ରବେଶକାରୀ ଭାରତକୁ ପ୍ରବେଶ କରିଥିଲା । ପ୍ରାରମ୍ଭିକ ପଚରାଉଚାରା ବେଳେ ସେହି ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ତାଙ୍କ ଘର ପାକିସ୍ତାନ ଖୈବର ଜିଲ୍ଲାର । ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କ ଏକ ମିଳିତ ଟିମ୍ ଧରା ପଡ଼ିଥିବା ଅନୁପ୍ରବେଶକାରୀଙ୍କୁ ପଚରାଉଚାରା ଜାରି ରଖିଛନ୍ତି । ତେବେ ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ସାମାନ ସ୍ଥାନରେ ଜଣେ ବାଂଲାଦେଶୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଧରିଥିଲେ ବିଏସଏଫ ଯବାନ । ଏହା ପୂର୍ବରୁ ପ୍ରଥମ ମାମଲାରେ ଅମୃତସର ସେକ୍ଟରର ରାଜତାଲ ସୀମା ପୋଷ୍ଟ ନିକଟରେ ଜଣେ ବାଂଲାଦେଶୀ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ।

Leave a Reply