Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାଉଥ ଚାଇନା ସମୁଦ୍ରରେ ଚୀନ ବଢ଼ାଉଛି ଶକ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାଉଥ ଚାଇନା ସମୁଦ୍ରରେ ଚୀନ ବଢ଼ାଉଛି ଶକ୍ତି


ଦକ୍ଷିର ଚୀନ୍ ସମୁଦ୍ରରେ ଚୀନ୍ ଦ୍ୱାରା ହେଉଥିବା ର୍ନିମାଣକୁ ନେଇ ପଡ଼ୋଶୀ ଦେଶଙ୍କ ସହ ପଶ୍ଚିମ ଦେଶ ମଧ୍ୟ ସତର୍କ ହୋଇଛନ୍ତି । ଏଥିପାଇଁ ୱାଶିଂଟନ, କ୍ୟାନବେରା ଏବଂ ଲଣ୍ଡନ ମଧ୍ୟରେ ସୁରକ୍ଷାକୁ ନେଇ ଏକ ଐତିହାସିକ ଚୁକ୍ତି ହୋଇଛି । ଏହି ଚୁକ୍ତି ଅନୁଯାୟୀ ଅଷ୍ଟ୍ରେଲିଆ ୨୦୩୦ରେ ସୁଦ୍ଧା ଆମେରିକୀୟ ଭର୍ଜିନିଆ ଶ୍ରେଣୀର ପରମାଣୁ କ୍ଷମତା ସଂପନ୍ନ ବୁଡ଼ା ଜାହଜ କିଣିବ । ଏମାନେ ଚୀନ୍ ସୈନ୍ୟ ର୍ନିମାଣ, ତାଇବାନ୍ ଉପରେ ·ପ ଏବଂ ବିବାଦୀୟ ସାଉଥ ·ଇନା ସମୁଦ୍ରରେ ଚୀନର ଆଧିପତ୍ୟର ମୁକାବିଲା କରିବାର ଦାବି କରୁଛନ୍ତି । କୁହାଯାଉଛି ଯେ ଆମେରିକା ୨୦୨୭ ସୁଦ୍ଧା ପଶ୍ଚିମ ଅଷ୍ଟ୍ରେଲିଆରେ କିଛି ବୁଡ଼ାଜାହଜ ନିୟୋଜିତ କରିବ ।

Leave a Reply