Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଶ୍ଚିମବଙ୍ଗର ପାଂଚଦିନିଆ ଗସ୍ତରେ କୋଲକାତା ପହଁଚିଲେ ସଂଘ ପ୍ରମୁଖ ଡା. ମୋହନ ଭାଗବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଶ୍ଚିମବଙ୍ଗର ପାଂଚଦିନିଆ ଗସ୍ତରେ କୋଲକାତା ପହଁଚିଲେ ସଂଘ ପ୍ରମୁଖ ଡା. ମୋହନ ଭାଗବତ


କୋଲକାତା : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍ଏସ୍ଏସ୍)ର ପରମ ପୂଜନୀୟ ସରସଂଘଚାଳକ ମୋହନ ଭାଗବତ ପଶ୍ଚିମବଙ୍ଗର ପାଂଚଦିନିଆ ଗସ୍ତରେ ଜାନୁଆରୀ ୧୮ ତାରିଖ ସକାଳେ କୋଲକାତା ପହଂଚିଛନ୍ତି । ସେ ଜଗଦଲପୁର ଏକ୍ସପ୍ରେସ୍ରେ ସକାଳ ୫.୧୫ରେ ହାୱଡ଼ା ଷ୍ଟେସନ ପହଂଚିଛନ୍ତି ଏବଂ ଏଠାରୁ ସଡ଼କ ରାସ୍ତାରେ କୋଲକାତାର କେଶବ ଭବନ ସ୍ଥିତ ସଂଘ କାର୍ଯ୍ୟାଳୟ ପହଂଚିଛନ୍ତି । ସେ ୨୩ ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟ ଗସ୍ତରେ ରହିବେ ।

Leave a Reply