Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୫୫ ଦେଶର ନଦୀ ଜଳରେ ‘ରାମଲାଲା’ଙ୍କୁ କରାଯିବ ଜଳାଭିଷେକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୫୫ ଦେଶର ନଦୀ ଜଳରେ ‘ରାମଲାଲା’ଙ୍କୁ କରାଯିବ ଜଳାଭିଷେକ

ଅଯୋଧ୍ୟା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପ୍ରିଲ ୨୩ ତାରିଖରେ ଅଯୋଧ୍ୟାରେ ‘ରାମଲାଲା’ଙ୍କୁ ଜଳାଭିଷେକ କରିବେ । ୧୫୫ଟି ଦେଶରୁ ନଦୀରୁ ସଂଗୃହିତ ଜଳ ସହ ସମୁଦ୍ର ଜଳରେ ସେ ‘ରାମଲାଲା’ଙ୍କ ଜଳାଭିଷେକ କରିବେ ବୋଲି କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏବେ ଏହାର ସ୍ୱରୂପ ବି ଦେଖିବାକୁ ମିଳିଲାଣି । ଏହା ସହ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଜଳାଭିଷେକ ପାଇଁ ପ୍ରସ୍ତୁତି ଚାଲିଛି । କେବଳ ଦେଶର ନୁହେଁ ବିଦେଶର ନଦୀର ଜଳ ସହ ସପ୍ତ ସମୁଦ୍ରର ଜଳ ଆଣି ସେଥିରେ ଶ୍ରୀରାଲାଲାଙ୍କୁ ଜଳାଭିଷେକ କରାଯିବ । ଏଥିରେ ୟୁକ୍ରେନ- ଋଷର ନଦୀର ଜଳ ମଧ୍ୟ ସାମିଲ ହୋଇଛି । ବିଦେଶର ନଦୀ ଗୁଡିକରୁ ଜଳ ସଂଗ୍ରହ କରିବା କାର୍ଯ୍ୟ ୨୦୨୦ ମସିହାରୁ ଦିଲ୍ଲୀର ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଆରମ୍ଭ କରିଛି । ଏହିସଂସ୍ଥାର ଅଧ୍ୟକ୍ଷ ଥିବା ବିଜେପିର ପୂର୍ବ ବିଜେପି ବିଧାୟକ ବିଜୟ ମୌଲି ଜଳ ସଂଗ୍ରହ କରିବା ଦାୟିତ୍ୱରେ ଥିଲେ । ଏବେ ସବୁ ନଦୀର ଜଳ ସଂଗ୍ରହ କାମ ଶେଷ ହୋଇଥିବାବେଳେ ଖୁବ୍ ଶୀଘ୍ର ରାମଲାଲାଙ୍କୁ

Leave a Reply