Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଧର୍ମାନ୍ତିକରଣକୁ ନେଇ ଗ୍ରାମରେ ଉତ୍ତେଜନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧର୍ମାନ୍ତିକରଣକୁ ନେଇ ଗ୍ରାମରେ ଉତ୍ତେଜନା

କୋଇଡା, : ରାଉରକେଲା ପୋଲିସ ଜିଲ୍ଲା ଅଞ୍ଚଳରେ ଥିବା ବଣେଇଗଡ ଉପଖଣ୍ଡ ଅନ୍ତର୍ଗତ କୋଇଡା ଥାନା ଅଞ୍ଚଳରେ ମାଲଦା ଗ୍ରାମ ପଞ୍ଚାୟତର ଜଡିପଡା ଗ୍ରାମକୁ ଏକ ବ୍ୟକ୍ତି ଖ୍ରୀଷ୍ଟଧର୍ମ ପ୍ରଚାର କରୁଥିବାବେଳେ ଗ୍ରାମବାସୀମାନେ ଧରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଖବର ପାଇ ପୋଲିସ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲେ ।

Leave a Reply