Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ମାଂସ ବିକ୍ରି କରିବା ଅଭିଯୋଗରେ ୫ ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ମାଂସ ବିକ୍ରି କରିବା ଅଭିଯୋଗରେ ୫ ଅଟକ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ଗୋରୁ ମାଂସ ବିକ୍ରି ଅଭିଯୋଗ ରେ ୫ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । ମିଳିଥିବା ସୁଚନା ଅନୁସାରେ ଉମରକୋଟ ବ୍ଲକ ଅନ୍ତର୍ଗତ ତହର । ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ଢେପଗୁଡ଼ା ଗା ରେ ଥିବା ଏକ ଜଙ୍ଗଲ ନିକଟ ରେ କିଛି ଲୋକେ ଗୋରୁ ମାଂସ ବିକ୍ରି କରୁ ଥିବା ଅଭିଯୋଗ ପାଇବା ପରେ ତହର । ସରପଞ୍ଚ ସଦାନନ୍ଦ ମାଝି ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଉଲ୍ଲେଖ ଯୋଗ୍ୟ ଏହିକି ଯେ ତହର । ଠାରେ ପ୍ରତି ଶୁକ୍ରବାର ଦିନ ସ ।ପ୍ତ । ହିକ ହ ।ଟ ହୁଏ ଓ ଏହି ଦିନ ଏଠାରେ ଗୋରୁ କଟା ଯାଇ ମାଂସ ବିକ୍ରି ହୁଏ ଓ ସେଠାରେ ମଦ ବିକ୍ରି ହେବ । ସହ ଗୋରୁ ମାଂସ ତରକାରୀ ମଧ୍ୟ ବିକ୍ରି କରାଯାଏ ।ସରପଂଚ ଙ୍କ ଲିଖିତ ଅଭିଯୋଗ ପାଇବା ପରେ ଉମରକୋଟ ଥାନା ଆଇଆଇସି ଡମ୍ବରୁ ଧର ପ୍ରଧାନ, ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ଓ ଷୌମେନ୍ଦ୍ର ସେଠ ଓ ପୋଲିସ ଫର୍ସଙ୍କଘଟଣା ସ୍ଥଳ ରେ ପହଞ୍ଚି ୫ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ୩ ଟି ଗାଈ କଟ । ଯାଇ ମାଂସ ପ୍ରସ୍ତୁତି ହେଉଥିବା ସମୟ ରେ ପୋଲିସ ପହଞ୍ଚି ଯାଇ ଥିଲା । ଏହି ଗୋରୁ ମାଂସ ଏଠାରେ ବିକ୍ରି ହେବା ସହ ବିଭିନ୍ନ ଗାଡି ରେ ବିଭିନ୍ନ ସ୍ଥାନକୁ ଚାଲାଣ ଚାଲାଣ ହେଇଥାଏ । ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉମରକୋଟ ପଶୁ ସମ୍ପଦ ବିଭାଗ ର କର୍ମଚାରୀ ଙ୍କୁ ଅବଗତ କରିବା ପରେ ସେଠାରେ ପଶୁ ବିଭାଗ କର୍ମଚାରୀମାନେ ପହଞ୍ଚô ଗାଈଗୁଡ଼ିକର ଶବକୁ ବ୍ୟବଚ୍ଛେଦ କରିବା ସହ ମାଂସକୁ ଘଟଣା ସ୍ଥଳ ରେ ହଁ ପୋତି ଦେଇ ଥିଲେ । ତେବେ ଗୋ ମାଂସ ବିକ୍ରୀ ଅଭିଯୋଗ ରେ ଅର୍ଜୁନ ସ ।ନ୍ତ ।, ଗେରସନ ସ ।ନ୍ତ ।, ଦର୍ଶନ ସ ।ନ୍ତ ।, ଜୟ ସ ।ନ୍ତ । ଓ ବ୍ରଜ ସ ।ନ୍ତ । କୁ ଆଣି ଉମରକୋଟ ଥାନା ରେ ଅଟକ ରଖିଛି । ଗିରଫ ବ୍ୟକ୍ତି ମାନେ ଢେପ ଗୁଡା, ଡଙ୍ଗରି ଗୁଡା ଓ କେଉଁ ପାଣି ର ଲୋକ ମାନେ ବୋଲି ଜଣ ।ପଡ଼ିଛି ।ଉମରକୋଟ ଥାନା ରେ କେସ ନମ୍ବର ୩୧୪/୨୪ ରେ ମକଦ୍ଦମା ରୁଜୁ କରିଛି । ଉମରକୋଟ ଥାନା ର ପୋଲିସ ସବ ଇନ୍ସପେକ୍ଟର ଶିବଜି ପଣ୍ଡା ଘଟଣା ର ତଦନ୍ତ ଭାର ଗ୍ରହଣ କରି ତଦନ୍ତ କରୁଛନ୍ତି ।

Leave a Reply