Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୀଳମାଧବଙ୍କ ନିକଟକୁ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୀଳମାଧବଙ୍କ ନିକଟକୁ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ


ଖଣ୍ଡପଡ଼ା: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୂ ରାମ୍ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ପ୍ରଭୂ ଶ୍ରୀ ନୀଳମାଧବଙ୍କ ନିକଟକୁ ଅଯୋଧ୍ୟା ନଗରୀରୁ ନିମନ୍ତ୍ରଣ ପତ୍ର ପରି ଆସି ପହଞ୍ଚିଛି । ରାଜ୍ୟ ସୋସିଆଲ ମିଡ଼ିଆ ସଂଯୋଜକ ବୃନ୍ଦାବନ ପ୍ରଧାନ,କେନ୍ଦ୍ରାପଡ଼ା ନଗର ବିସ୍ତାରକ ଅସିତ୍ କୁମାର ସାହୁ ମଙ୍ଗଳବାର ପହଞ୍ଚିଥିଲେ । ନୀଳମାଧବ ପୂଜକ ସମାଜ ପକ୍ଷରୁ ସମାଜ ସମ୍ପାଦକ-ନୀଳମାଧବ ମିଶ୍ର ଓ ଅନ୍ୟ ସେବାୟତ ମାନଙ୍କ ଉପସ୍ଥିତିରେ ପୂଜକ ସମାଜକୁ ନିମନ୍ତ୍ରଣ ପତ୍ର ହସ୍ତାନ୍ତର କରିବା ସହ ରାମ୍ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ନିବେଦନ କରିଛନ୍ତି ।

Leave a Reply