Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୌରାଧ୍ୟକ୍ଷା ବାଣ୍ଟିଲେ ଅକ୍ଷତ ଚାଉଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୌରାଧ୍ୟକ୍ଷା ବାଣ୍ଟିଲେ ଅକ୍ଷତ ଚାଉଳ

ଟିଟିଲାଗଡ଼: ଆସନ୍ତା ୨୨ରେ ଐତିହାସିକ ରାମ ମନ୍ଦିର ପ୍ରତିଷ୍ଠା ହେବ । ଏନେଇ ଦେଶର କୋଣ ଅନୁକୋଣ ଉତ୍ସବ ମୁଖର ହୋଇଥିବା ବେଳେ ଟିଟିଲାଗଡ଼ ଅଞ୍ଚଳରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ସାଜିଛନ୍ତି ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ । ମମତା ଆଜି ଘର ଘର ବୁଲି ଅକ୍ଷତ ଚାଉଳ ସହ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ଆସନ୍ତା ୨୨ରେ ସମସ୍ତେ ନିଜ ଘରେ ଦୀପ ଜାଳିବାକୁ ଆହ୍ୱାନ ପୌରାଧ୍ୟକ୍ଷ ସହର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ ଟିକେଲାଲ ବେହେରା, ଅଶୋକ ଭୋଇ, ଗୋପାଳ ଲାଠ, ଲଳିତା ଲାଠ, ମନୋଜ ଦୋଡକା, ଶେଫାଳି ପଟ୍ଟନାୟକ, ଜୟଶ୍ରୀ ମାରୁ ପ୍ରମୁଖ ସାମିଲ ଥିଲେ ।

Leave a Reply