ସୋପିଆନରେ ଏନକାଉଣ୍ଟର, ଜଣେ ଅତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରର ସୋପିଆନ୍‌

ସେକ୍ଟରରେ ଏନକାଉଁଣ୍ଟର । ଜଣେ ଞଜୠର

ଆତଙ୍କବାଦୀକୁ ଭାରତୀୟ ଯବାନମାନେ ନିହତ

କରିଛି । କୌଥହ୍ଲନ୍ ଅଞ୍ଚଳରେ ଏହି

ଗୁଳିବିନିମୟ ହୋଇଛି । ଏନେଇ ଜାମ୍ମୁକାଶ୍ମୀର ପୋଲିସ ଟ୍ୱିଟରରେ ଅପରେସନ

ସମୟର ଭିଡିଓ ପୋଷ୍ଟ କରି ସୂଚନା ଦେଇଛି ।

ଆତଙ୍କୀ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର

ଜବତ୍ କରିଛି ପୋଲିସ୍ । ଏହା ସହିତ ସ୍ଥାନୀୟ

ଅଞ୍ଚଳରେ ସେନା ସର୍ଚ୍ଚ ଅପରେସନ ଜାରି

ରଖିଛି । ଗୁରୁବାର ଏହି ଏନକାଉଣ୍ଟର

ହୋଇଛି । କୌଥହ୍ଲନ୍ ଅଞ୍ଚଳରେ ଅତଙ୍କବାଦୀ

ଥିବା ସୂଚନା ମିଳିବା ପରେ ଭାରତୀୟ

ସେନାର ଯବାନ ଓ କାଶ୍ମୀର ପୋଲିସ

ଅପରେସନ ଆରମ୍ଭ କରିଥିଲେ ।

ଆତଙ୍କବାଦୀମାନେ ଯବାନଙ୍କୁ ଦେଖିବା

ଗୁଳିମାଡ଼ କରିଥିଲେ । ଏହାର ପାଲଟା ଜବାବ

ଦେଇଛି ଥିଲା ସେନା । ଏଥିରେ ଜଣେ

ଞଜୠର ଆତଙ୍କୀ ନିହତି ହୋଇଛି । ଏହା

ସହିତ ସୁରକ୍ଷା ବଳ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ

ଅପରେସନ କରି ବିପୁଳ ପରିମାଣରେ

ଗୋଳାବରୁଦ ଜବତ କରିଛି ।

Leave a Reply