ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ହୋଇଛି ।ସତ୍ୟପାଲ ମଲ୍ଲିକ ୨୩ଅଗଷ୍ଟ ୨୦୧୮ରୁ ୩୦ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର…
Category: Odia News
୨୬, ୨୭, ୨୮ ଅଗଷ୍ଟରେ ବିଜ୍ଞାନ ଭବନରେ ତିନି ଦିନିଆ ବକ୍ତୃତାମାଳାର ଆୟୋଜନ
ଦେଶର ଚାରୋଟି ମହାନଗର ସମେତ ୧୦୦୦ ରୁ ଅଧିକ ସ୍ଥାନରେ ସେମିନାର ଆୟୋଜନ କରାଯିବ ନୂଆଦିଲ୍ଲୀ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ…
ରାହୁଲ ଗାନ୍ଧୀ ଭାରତୀୟ ସେନା ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟ ଆପତ୍ତି ଉଠାଇଛନ୍ତି
ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ସେନା ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟ ଆପତ୍ତି…
ଭାରତର ନେତୃତ୍ୱରେ ଆରମ୍ଭ ହେବ ସାର୍କ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ
ପ୍ରକଳ୍ପରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି ଓଡ଼ିଆ ବୈଜ୍ଞାନିକ ସାର୍କ ଅଞ୍ଚଳର କ୍ଷୁଦ୍ର ମତ୍ସ୍ୟ ଚାଷୀଙ୍କ ଜୀବିକାରେ ଉନ୍ନତି ଏବଂ ପୋଷଣ ସୁରକ୍ଷା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ପ୍ରକଳ୍ପର ନାମ ‘‘ଆକ୍ୱାଲାଇଭଲିହୁଡ୍ ବା ଜଳଜ ଜୀବିକା…
ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ
ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ସ୍ପଟ୍ ନାମଲେଖା ଜାରି…
ଆଇଏନ୍ଏସ୍ ଅଜୟ ଏବଂ ଆଇଏନ୍ଏସ୍ ନିସ୍ତାର ପାଇଁ ସେଲ୍ ଇସ୍ପାତ ଯୋଗାଣ କରି ପ୍ରତିରକ୍ଷା ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରୁଛି
ଭାରତର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ଭାରତୀୟ ନୌସେନାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାହାଜ, ଆଇଏନ୍ଏସ୍ ‘ଅଜୟ’ ଏବଂ ଆଇଏନ୍ଏସ୍ ‘ନିସ୍ତାର’ ପାଇଁ…
ଆର୍ଥିକ ବର୍ଷ ୨୬ରେ ଜୁଲାଇ ମାସରେ ସର୍ବାଧିକ ଉତ୍ପାଦନ ହାସଲ କରିଛି ଏମଓଆଇଏଲ
ପ୍ରତିକୂଳ ପାଗ ସତ୍ତ୍ୱେ ଏମଓଆଇଏଲ ଜୁଲାଇ ୨୦୨୫ରେ ୧.୪୫ ଲକ୍ଷ ଟନ୍ ମାଙ୍ଗାନିଜ୍ ଖଣିଜ ଉତ୍ପାଦନ ହାସଲ କରିଛି । ଗତ ବର୍ଷର ଏହି…
ଭାବନଗର- ଆଯୋଧ୍ୟା ଏକ୍ସପ୍ରେସ ସଂସ୍କୃତି ଏବଂ ବିଶ୍ୱାସକୁ ଏକତ୍ର କରିବ
କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗୁଜରାଟର ଭାବନଗରରୁ ତିନୋଟି ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବା – ଭାବନଗର-ଅଯୋଧ୍ୟା ଏକ୍ସପ୍ରେସ୍, ରେୱା-ପୁଣେ (ହଡପସର)…
ସ୍ବଦେଶୀ ଉତ୍ପାଦ କିଣିବା ଦ୍ୱାରା ଉତ୍ପାଦକଙ୍କ ଆୟ ବୃଦ୍ଧି ପାଇବ, ଯାହା ଅର୍ଥନୀତିକୁ ସୁଦୃଢ଼ କରିବ
ସ୍ବଦେଶୀ ଉତ୍ପାଦ କିଣିବା ଦ୍ୱାରା ଉତ୍ପାଦକଙ୍କ ଆୟ ବୃଦ୍ଧି ପାଇବ, ଯାହା ଅର୍ଥନୀତିକୁ ସୁଦୃଢ଼ କରିବ: ଶ୍ରୀ ଶିବରାଜ ସିଂହ ଚୌହାନ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦୋହରାଇ ଦେଶବାସୀଙ୍କୁ ସ୍ବଦେଶୀ ଉତ୍ପାଦ କିଣିବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅର୍ଥାତ୍ ୨ ଅଗଷ୍ଟ, ୨୦୨୫ରେ ବାରାଣସୀରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି ବଣ୍ଟନ ଅବସରରେ ଦେଶବାସୀଙ୍କୁ ସ୍ୱଦେଶୀ ଉତ୍ପାଦ କିଣିବାକୁ ନିବେଦନ କରିଥିଲେ। ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ଉଲ୍ଲେଖ କରି ସେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଦୋହରାଇଥିଲେ । ଏକ ବିବୃତ୍ତି ଜାରି କରି ସେ କହିଛନ୍ତି, “ “ପ୍ରିୟ ଭାଇଭଉଣୀ ଓ ଭଣଜାଭାଣିଜୀମାନେ, “ପ୍ରତ୍ୟେକ ନିଜ ପାଇଁ ବଞ୍ଚନ୍ତି, ଏପରିକି କୀଟପତଙ୍ଗ, ପଶୁ ଏବଂ ପକ୍ଷୀମାନେ ମଧ୍ୟ। ଯଦି ତୁମେ ନିଜ ପାଇଁ ବଞ୍ଚିବ ତେବେ ବଞ୍ଚିବାର କ’ଣ ଅର୍ଥ ? ଆମେ ଦେଶ ପାଇଁ ବଞ୍ଚିବା ଉଚିତ୍ । ଦେଶ ପାଇଁ ବଞ୍ଚିବା ପାଇଁ, ମାନ୍ୟବର ପ୍ରଧାନମନ୍ତ୍ରୀ ଗତକାଲି ଆମକୁ ଶିଖାଇଛନ୍ତି। ସେ ଘରେ ବ୍ୟବହାର ପାଇଁ ଆମ ଦେଶରେ ନିର୍ମିତ ସ୍ବଦେଶୀ ସାମଗ୍ରୀ କିଣିବାକୁ ଆହ୍ବାନ ଦେଇଥିଲେ ।“ ମୋର ଭଉଣୀମାନେ ଏବଂ ଭାଇମାନେ, କେବଳ ସେହି ଉତ୍ପାଦ କିଣନ୍ତୁ ଯାହା ଆପଣଙ୍କ ଗାଁ, ନିକଟବର୍ତ୍ତୀ ସହର, ଆପଣଙ୍କ ଜିଲ୍ଲା, ରାଜ୍ୟ କିମ୍ବା ଆପଣଙ୍କ ଦେଶରେ ତିଆରି ହେଉଛି। ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଆମେ ଚତୁର୍ଥ ସ୍ଥାନରେ ଅଛୁ, ଖୁବ୍ ଶୀଘ୍ର ଆମେ ତୃତୀୟ ସ୍ଥାନରେ ପହଞ୍ଚିବୁ। ୧୪୪ କୋଟି ଜନସଂଖ୍ୟା ଥିବା ଆମ ଦେଶ ଏକ ବଡ଼ ବଜାର। ଯଦି ଆମେ ନିଷ୍ପତ୍ତି ନେବା ଯେ ଆମେ କେବଳ ସେହି ଉତ୍ପାଦ କିଣିବୁ ଯାହା ଆମ ଦେଶରେ ତିଆରି ହୁଏ, ତେବେ ତାହା ଆମର ଚାଷୀ, ଛୋଟ ନିର୍ମାତା, ସ୍ୱୟଂ ସହାୟକ ଗୋଷ୍ଠୀ, ଆମ ଚାରିପାଖରେ ଉତ୍ପାଦ ତିଆରି କରୁଥିବା ଭାଇ ଏବଂ ଭଉଣୀମାନେ ହେଉ, ସେମାନଙ୍କର ଆୟ ବୃଦ୍ଧି ପାଇବ। ଯଦି ସେମାନଙ୍କର ଆୟ ବୃଦ୍ଧି ପାଏ, ତେବେ ଆମର ଅର୍ଥନୀତି ମଜବୁତ ହେବ। ଆମର ଟଙ୍କା ବିଦେଶକୁ କାହିଁକି ଯିବ ? ଆସନ୍ତୁ ଆମ ଲୋକମାନଙ୍କୁ ଜୀବିକା ପ୍ରଦାନ କରିବା। ମୁଁ ମଧ୍ୟ ଦେଶ ପାଇଁ ବଞ୍ଚିବି ଏବଂ ଆପଣମାନେ ମଧ୍ୟ ଦେଶ ପାଇଁ ବଞ୍ଚିବା ଉଚିତ… ଅର୍ଥାତ୍ କେବଳ ସେହି ଉତ୍ପାଦ କିଣନ୍ତୁ ଯାହା ଭାରତରେ ତିଆରି ହୁଏ। ଧନ୍ୟବାଦ!”
ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ…